ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନଙ୍କ ପାଇଁ ରଥଯାତ୍ରା ଅନୁଭୂତିକୁ ସମୃଦ୍ଧ କରିବା ନିମନ୍ତେ ରିଲାଏନ୍ସ ପକ୍ଷରୁ ବହୁବିଧ ପ୍ରୟାସ

ଭୁବନେଶ୍ୱର, ଜୁନ୍ ୨୬, ୨୦୨୫: ଓଡ଼ିଶା ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଜିଲ୍ଲା ପ୍ରଶାସନ ସହିତ ସହଭାଗିତାରେ ଦର୍ଶନାର୍ଥୀମାନଙ୍କୁ ସୁଗମ, ସୁରକ୍ଷିତ ଏବଂ ପରିପୂର୍ଣ୍ଣ ଯାତ୍ରାର ଅନୁଭୂତି ସୁନିଶ୍ଚିତ କରିବା ପାଇଁ ବିବିଧ ପଦକ୍ଷେପ

ଏମ୍ସ  ଭୁବନେଶ୍ୱର ଦେଶର ଦ୍ୱିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ କଲେଜ ବିବେଚିତ

- ଇଣ୍ଡିଆ ଟୁଡେ ସର୍ଭେରେ ସାରା ଦେଶରେ ଶ୍ରେଷ୍ଠ ମେଡିକାଲ କଲେଜ ମଧ୍ୟରେ ଦ୍ୱାଦଶ ସ୍ଥାନରେ ଏମ୍ସ ଭୁବନେଶ୍ବର - ୨୦୨୧ରେ ୨୫ତମ ସ୍ଥାନରୁ ୨୦୨୫ରେ ୧୨ତମ ସ୍ଥାନ, ଏମ୍ସର ବିରାଟ ଉପଲବ୍ଧି ଭୁବନେଶ୍ୱର, ୨୬/୦୬/୨୦୨୫: ଉତ୍କର୍ଷତାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିବା ସହିତ, ଜାତୀୟ ସ୍ବାସ୍ଥ୍ୟ

ସାମୁଦ୍ରିକ ବାଣିଜ୍ୟର ବିକାଶ ରାଜ୍ୟ ସରକାରଙ୍କ ଏକ ମୁଖ୍ୟ ଫୋକସ- ମୁଖ୍ୟମନ୍ତ୍ରୀ

ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା (Concession Agreement) ସ୍ୱାକ୍ଷରିତ ଭୁବନେଶ୍ୱର: ୨୬ ଜୁନ୍ ୨୦୨୫ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡିଶାରେ ସାମୁଦ୍ରିକ

ପ୍ରବଳ ବର୍ଷା ପୂର୍ବାନୁମାନ ମଧ୍ୟରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା କରି ଗୃହ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) କୁ ସତର୍କ ରହିବାକୁ ଏବଂ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଜାରି କରିଛି। ଗୃହ ଓ ନଗର ଉନ୍ନୟନ ବିଭାଗ

ଓଡିଶା ଭ୍ରଷ୍ଟାଚାର ଦମନ ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାରେ ଲାଞ୍ଚ ଗ୍ରହଣ ସମୟରେ ଅକାଉଣ୍ଟାଣ୍ଟ ଧରାପଡ଼ିଲେ

ଜଗତସିଂହପୁର: ଆଜି ଦିନାଙ୍କ 26.05.2025 ରେ, ଓଡିଶା ଭ୍ରଷ୍ଟାଚାର ଦମନ ବିଭାଗ ଶ୍ରୀ ସୂର୍ଯ୍ୟକାନ୍ତ ସ୍ୱାଇଁ, ଅକାଉଣ୍ଟାଣ୍ଟ, ବ୍ଲକ୍ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, କୁଜଙ୍ଗ, ଜିଲ୍ଲା- ଜଗତସିଂହପୁର କୁ ତାଙ୍କର କାର୍ଯ୍ୟାଳୟ କକ୍ଷ ଭିତରେ ଲାଞ୍ଚ ରାଶି ରୁ.5,000/- ଗ୍ରହଣ ସମୟରେ

ବିର୍ଲାଟାୟାର ଲୋଗୋ ଏବଂ ୱେବସାଇଟ୍ ସହିତ ନୂତନ ବ୍ରାଣ୍ଡ ଶୁଭାରମ୍ଭ କରିଛି, ଯାହା ଅଭିବୃଦ୍ଧିର ଏକ ନୂତନ ଯୁଗକୁ…

ବାଲେଶ୍ୱର : ବିର୍ଲା ଟାୟାର ଏହାର ନୂତନ ବ୍ରାଣ୍ଡ ପରିଚୟର ଶୁଭାରମ୍ଭ କରି ଗର୍ବିତ, ଯେଉଁଥିରେ ଏକ ଆଧୁନିକ ଲୋଗୋ ଏବଂ ଏକ ରିଡିଜାଇନ୍  ହୋଇଥିବା କର୍ପୋରେଟ୍ ୱେବସାଇଟ୍ ଅନ୍ତର୍ଭୁକ୍ତ, ଯାହା ଏହାର ନୂତନ ପ୍ରମୋଟର ଡାଲମିଆ ଭାରତ ରେଫ୍ରାକ୍ଟୋରିଜ୍ ଲିମିଟେଡ୍ (ଡିବିଆରଏଲ୍‌) ଏବଂ ହିମାଦ୍ରି

ନିଶ୍ଚିତ ମତ୍ୟୁମୁଖରୁ ଫେରିଲେ ଉତ୍ତରପଦେଶର ଆସିଥିବା ବ୍ୟକ୍ତି ମଣିପାଲ ହସ୍ପିଟାଲ ଭୁବନେଶ୍ବରରେ ହେଲା ସଫଳ ଚିକିତ୍ସା

ଭୁବନେଶ୍ୱର, ୨୪/୬: ଓଡ଼ିଶାର ଲୋକପ୍ରିୟ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ମଣିପାଲ ହକ୍ସିଟାଲ ଠାରେ ସଫଳତାର ସହିତ ହୋଇଛି ଏକ ଜଟିଳ ଅସ୍ତ୍ରୋପ୍ରଚାର । ଯାହା ଫଲରେ ଉତ୍ତରପ୍ରଦେଶରୁ ଅସିଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ରକ୍ଷା କରାଯାଇପାରିଛି । ମିଳିଥିବା ସୂଚନା ଅନୁସାରେ ଉତ୍ତର

ଏୟାରଟେଲ ପକ୍ଷରୁ ଓଡିଶାରେ ଅନଲାଇନ୍ ଠକାମି ବିରୋଧରେ କାର୍ଯ୍ୟାନୁଷ୍ଠାନ: ବାସ୍ତବ ସମୟରେ ୩.୧ ନିୟୁତ ଗ୍ରାହକଙ୍କୁ…

ଭୁବନେଶ୍ୱର : ଭାରତୀ ଏୟାରଟେଲ ଓଡିଶାର ଗ୍ରାହକମାନଙ୍କୁ ବୃଦ୍ଧି ପାଉଥିବା ଅନଲାଇନ୍ ଠକାମିରୁ ସୁରକ୍ଷିତ ରଖିବା ମିସନରେ ଗୁରୁତ୍ୱର୍ପୂ ଅଗ୍ରଗତି ହାସଲ କରିଛି । ଏହାର ଏଆଇ-ଚାଳିତ ଠକାମି ଚିହ୍ନଟ ପ୍ରଣାଳୀକୁ ସାରା ଦେଶରେ ପ୍ରୟୋଗ କରିବା ଅଂଶ ଭାବେ ଏୟାରଟେଲ ଉନ୍ନତ ଠକାମି ଚିହ୍ନଟ ପ୍ରଣାଳୀ

ଗଞ୍ଜାମ ଜିଲ୍ଲାରେ ୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ତାରାତାରେଣୀ ମନ୍ଦିରର ବିକାଶ ପାଇଁ ରିଭାଇଜ୍ ଡି.ପି.ଆର ପ୍ରସ୍ତୁତ ହେବ ଯୁବ ବର୍ଗ ହେଉଛନ୍ତି ସମାଜର ଶକ୍ତି, ସାମର୍ଥ୍ୟ ଓ ଭବିଷ୍ୟତଓଡ଼ିଶା ଯୁବ ବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ, ଓଡ଼ିଶାରେ ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସୁଛି- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୨୩ ଜୁନ

ଏମ୍ସ ଭୁବନେଶ୍ୱରରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଏମ୍ସ ଭୁବନେଶ୍ୱର ପାରମ୍ପରିକ ଯୋଗ ଅଭ୍ୟାସକୁ ଆଧୁନିକ ସ୍ୱାସ୍ଥ୍ୟସେବା ସହିତ ସମନ୍ୱିତ କରୁଛି: ଡ. ଆଶୁତୋଷ ବିଶ୍ୱାସ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭୁବନେଶ୍ୱର, ୨୧/୦୬/୨୦୨୫: ଏମ୍ସ ଭୁବନେଶ୍ୱରରେ ଉତ୍ସାହପୂର୍ଣ୍ଣ ବାତାବରଣ ମଧ୍ୟରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।