ଓଡଶାର ଆଉ ୨ କୋଭିଡ୍ ସଂକ୍ରମିତଙ୍କଠାରେ ଓମିକ୍ରନ୍ ଭୂତାଣୁ ଚିହ୍ନଟ !
ରାଜ୍ୟରେ ଆଉ ଦୁଇ କରୋନା ସଂକ୍ରମଣ ବ୍ୟକ୍ତିଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ରହିଛି । ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ନେଇ ILS ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଜଣାଯାଇଥିବା ସୂଚନା ମିଳିଛି । ଯଦି ଆଉ ଦୁଇ ସଂକ୍ରମିତଙ୍କଠାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଥାଏ ତେବେ ଓଡିଶାରେ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇବ ।
Comments are closed.