କଟକ ପାଲାମଣ୍ଡପ ଛକରେ ଦୁର୍ଘଟଣା କଲା ଆମ ବସ୍

Share It

କଟକ ପାଲାମଣ୍ଡପ ଛକରେ ଦୁର୍ଘଟଣା କଲା ଆମ ବସ୍ । ଜଣେ ବାଇକ ଆରୋହୀକୁ ଧକ୍କା ଦେଲା ଆମ ବସ । ଦୁର୍ଘଟଣାରେ ବାଇକ ଚାଳକ ଜଣକ ଆହତ ହୋଇଛନ୍ତି


Share It

Comments are closed.