ସରକାରୀ ବ୍ୟାଙ୍କରେ ୪୧,୧୭୭ ପଦବୀ ଖାଲି, ସୂଚନା ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଡିସେମ୍ବର ୧ ସୁଦ୍ଧା ସରକାରୀ ବ୍ୟାଙ୍କରେ ୪୧,୧୭୭ ପଦବୀ ଖାଲି ରହିଛି । ଏହା ସରକାରୀ ବ୍ୟାଙ୍କଗୁଡିକ ପାଇଁ ମଞ୍ଜୁରି ପାଇଥିବା ମୋଟ ପଦବୀ ସଂଖ୍ୟାର ୫% । ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ସରକାରୀ ବ୍ୟାଙ୍କଗୁଡିକ ପାଇଁ ୮,୦୫,୯୮୬ରୁ ଊଦ୍ଧ୍ୱର୍ ପଦବୀ ମଞ୍ଜୁରି ପାଇଛି। ଖାଲି ପଡିଥିବା ପଦବୀଗୁଡିକ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ରେ ସର୍ବାଧିକ ୮,୫୪୪ ପଦବୀ ଖାଲି ପଡିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି।
Comments are closed.