ଉଚ୍ଚ ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ‘AI for ALL’ ପାଠ୍ୟକ୍ରମ
ଭୁବନେଶ୍ୱର,୨୦/୦୩:ଉଚ୍ଚ ଶିକ୍ଷାନୁଷ୍ଠାନ ଆରମ୍ଭ ହେବ ‘AI for ALL’ ପାଠ୍ୟକ୍ରମ।AI ଶିକ୍ଷାକୁ ମିଳିବ ଉଡାଣ। କଲେଜରେ ଆରମ୍ଭ ହେବ AI ଶିକ୍ଷା।’AI for ALL’ ପାଠ୍ୟକ୍ରମ ଜରିଆରେ AI ଶିକ୍ଷାକୁ ଦିଆଯିବ ପ୍ରୋତ୍ସାହନ। ରମାଦେବୀ ବିଶ୍ୱବିଦ୍ୟାଳୟରେ ଖୋଲାଯାଇଛି AI & ROBOTICS CENTER of EXCELLENCE।Odisha State Open University, ସମ୍ବଲପୁରରେ କଳା ସ୍ନାତକୋତର ଦ୍ଵିତୀୟ ସେମିଷ୍ଟାରରେ AI ପାଠ୍ୟକ୍ରମ ପଢା ଯାଉଛି। ଗୃହରେ ଲିଖିତ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Comments are closed.