ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗର ଗାଇଡଲାଇନ ଜାରି

Share It

ଭୁବନେଶ୍ଵର,୦୨/୦୩:ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗର ଗାଇଡଲାଇନ ଜାରି।ସମସ୍ତ କଲେଜ ଓ ବିଶ୍ଵବିଦ୍ୟାଳୟ ଗୁଡ଼ିକ ଚିଠି।ସମସ୍ତଂକୁ ନିର୍ଦିଷ୍ଟ ଗାଇଡଲାଇନ ପାଇଁ ନିର୍ଦ୍ଦେଶ ନାମା ଦିଆଯାଇଛି ଏକାଡେମିକ୍ ଅର୍ଥାତ୍ ଇଣ୍ଟରନାଲ ପରୀକ୍ଷା ଏବଂ କ୍ଲାସ୍ ଗୁଡ଼ିକ ସକାଳୁ କରାଯିବ।ଅପରାହ୍ଣ ସମୟରେ କୌଣସି ଆଉଟଡୋର କାର୍ଯ୍ୟକ୍ରମ ନ ରଖିବାକୁ ନିର୍ଦ୍ଦେଶ।ଶିକ୍ଷାନୁଷ୍ଠାନ ରେ ଆବଶ୍ୟକ ତା ଅନୁଯାୟୀ ଓଆରଏସ ଏବଂ ପାନୀୟ ଜଳ ରଖାଯିବ।ଏହା ସହ ଜରୁରୀକାଳୀନ ପରିସ୍ଥିତି କୁ ଗୁରୁତ୍ଵ ସହ ନିଆଯିବ ଏବଂ ଆବଶ୍ୟକ ତା ସ୍ଥଳୀ ରେ କୌଣସି ଛାତ୍ର ଛାତ୍ରୀଙ୍କ ଅସୁବିଧା ହେଲେ ତୁରନ୍ତ ହସ୍ପିଟାଲ କୁ ନିଆଯିବ।ଅଭିଭାବକ ମାନେ ମଧ୍ଯ ପିଲାଙ୍କୁ ପାଣି ବୋତଲ ସହ ଶିକ୍ଷା ଅନୁଷ୍ଠାନ କୁ ପଠେଇବ ଏହା ଧ୍ୟାନ ରଖିବେ।


Share It

Comments are closed.