7 ରେ ଓଡିଶା ଆସିବେ ଶାହା
ଭୁବନେଶ୍ଵର,୧୭/୦୨:7 ରେ ଓଡିଶା ଆସିବେ ଶାହା । ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହା । କଟକ ମୁଣ୍ଡୁଳି ଯାଇ ସିଆରପିଏଫ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାସହ ନକ୍ସଲ ଏବଂ ନୂଆ କ୍ରିମିନାଲ ଆଇନ ଭାରତୀୟ ନ୍ୟାୟ ସଂହିତାର ସମୀକ୍ଷା କରିପାରନ୍ତି । ସେ ନେଇ ସରକାରୀ ପ୍ରସ୍ତୁତି ଆରମ୍ଭ ହୋଇଛି ।
Comments are closed.