ମହିଳାଙ୍କୁ ଲକ୍ଷପତି କରାଉଛି ସୁଭଦ୍ରା ଶକ୍ତି ମେଳା

Share It

ଭୁବନେଶ୍ଵର,୧୭/୦୨:ସୁଭଦ୍ରା ଶକ୍ତି ମେଳା ୨୦୨୫ରେ ୮.୮୯ କୋଟି ଟଙ୍କା ରୋଜଗାର ହୋଇଥିବା ବେଳେ  ୯୧୮ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି।ସେହିଭଳି ନଭେମ୍ବର ୨୦୨୫ରେ ଏହାର ଦ୍ଵିତୀୟ ସଂସ୍କରଣରେ ୧୨ କୋ କାଟି ଟଙ୍କା ରୋଜଗାର ହୋଇଥିବା ବେଳେ ୩୨୮ ଲକ୍ଷପତି ଦିଦି 10 ଜଣ ମହାଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି।


Share It

Comments are closed.