ରାଜଧାନୀ ଚିନ୍ତାମଣିଶ୍ୱରରେ ଅଗ୍ନିକାଣ୍ଡ

Share It

ଭୁବନେଶ୍ଵର,୧୩/୦୨:ଭୁବନେଶ୍ୱର ଚିନ୍ତାମଣିଶ୍ୱର ଅଞ୍ଚଳରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଏକ କାର ସମ୍ପୂର୍ଣ୍ଣ ଜଳି ଯାଇଛି । ଅନ୍ୟ ଏକ ଡାଲା ଅଟୋ ଓ କାର ଅଧା ଜଳି ଯାଇଛି । ରାତି ପ୍ରାୟ ସାଢେ ୩ଟାରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ରହିଛି । ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ ।


Share It

Comments are closed.