କେଦାର ଗୌରୀ ଅଞ୍ଚଳରୁ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣା,ଗିରଫ ହେଲା ଅଭିଯୁକ୍ତ
ଭୁବନେଶ୍ଵର,୧୨/୦୨:କେଦାର ଗୌରୀ ଅଞ୍ଚଳରୁ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣା ।ଅଭିଯୁକ୍ତ କୁ ଗିରଫ କଲା ପୋଲିସ
।ଗିରଫ ଅଭିଯୁକ୍ତ ହେଲେ ତପନ ଦାସ ଓରଫ ସିଲୁ ।ତା ନିକଟରୁ ମୋବାଇଲ ଓ ବାଇକ ଜବତ କରିଛି ପୋଲିସ ।ନାବାଳିକା ଛାତ୍ରୀ ସ୍କୁଲ ଯାଉଥିବା ବେଳେ ଗତ 10ତାରିଖ ଦିନ ଅପହରଣ ନେଇ ଲିଙ୍ଗରାଜ ଥନାରେ ଅଭିଯୋଗ ହୋଇଥିଲା ।ଅଭିଯୋଗ ଆଧାର ରେ ତଦନ୍ତ କରିଥିଲା ପୋଲିସ ।ନାବାଳିକା ଛାତ୍ରୀଙ୍କୁ ସୁରକ୍ଷିତ ର ସହ ଉଦ୍ଧାର କରିଛି ପୋଲିସ।
Comments are closed.