ଧର୍ମଘଟରେ ଓଲା, ଉବେର: ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ସେବା ବନ୍ଦ
ଭୁବନେଶ୍ୱର,୦୯/୦୨: ଧର୍ମଘଟରେ ଓଲା, ଉବେର । ଯାତ୍ରୀ ହନ୍ତସନ୍ତ । ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ସେବା ବନ୍ଦ । ଓଲା, ଉବେର, ରାପିଡୋ ଆଦି ଆପ୍ ଭିତ୍ତିକ ଡ୍ରାଇଭରଙ୍କ ଧର୍ମଘଟ । ଭୁବନେଶ୍ବର ରସୁଲଗଡ଼ ଛକରୁ ଜୟଦେବବିହାର ପର୍ଯ୍ୟନ୍ତ ଅଟକି ରହିଛି ଶହ ଶହ ଗାଡ଼ି । ଗତ ୭ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରାଯାଇଥିବାବେଳେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଧର୍ମଘଟ ବନ୍ଦ ରଖାଯାଇଥିଲା ।
Comments are closed.