ଘାଟିରୁ ଖସିଲା ଭ୍ୟାନ୍, ୧୭ ଆହତ
ଗଜପତି,୦୮/୦୨:ଘାଟିରେ ଖସିଲା ଭ୍ୟାନ୍, ୧୭ ଆହତ । ଗଜପତି ଜିଲ୍ଲା ମୋହନା ଥାନା ଜରଉ ଘାଟିରେ ଦୁର୍ଘଟଣା ଘଟିଛି । ଗାଡିଟି ଗଞ୍ଜାମ ଜିଲ୍ଲା ସୋରଡା ମଧୁରବନ୍ଧ ଗାଁରୁ ଖାରିଖୁମ୍ମା ଗାଁକୁ ଯାଉଥିଲା । ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ୧୭ଜଣ ଆହତ ହୋଇଛନ୍ତି । ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଗାଡିରେ ୨୫ରୁ ଅଧିକ ଯାତ୍ରୀ ଥିବା ଜଣାପଡିଛି ।
Comments are closed.