AMAZON : ଆମାଜନ ରେ ଦୈନଦିନ ସାମଗ୍ରୀ ଉପରେ ପାଆନ୍ତୁ ୮୦% ପର୍ଯ୍ୟନ୍ତ ରିହାତି

Share It

ଭୁବନେଶ୍ୱର : Amazon ଏବେ ଫ୍ୟାଶନ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ବହୁତ ବଡ଼ ରିହାତି ପ୍ରଦାନ କରୁଛି। ‘ଗ୍ରେଟ୍ ରିପବ୍ଲିକ୍ ଡେ ସେଲ୍ ୨୦୨୬’ ଅବସରରେ ଗ୍ରାହକମାନେ ମାତ୍ର ୯୯ ଟଙ୍କାରୁ ନିଜ ପସନ୍ଦର ଜିନିଷ କିଣିବା ଆରମ୍ଭ କରିପାରିବେ। ଏହି ସେଲ୍‌ରେ ସାମଗ୍ରୀଗୁଡ଼ିକ ଉପରେ ୮୦% ପର୍ଯ୍ୟନ୍ତ ଛାଡ଼ ସହିତ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମଧ୍ୟ ମିଳୁଛି। ବିଶେଷ କରି, ଯଦି ଆପଣ ପ୍ରଥମ ଥର ପାଇଁ Amazon ରୁ କିଛି ଅର୍ଡର କରୁଛନ୍ତି, ତେବେ ଆପଣଙ୍କୁ ଅଲଗା ଭାବେ ୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ। କମ୍ ଦାମରେ ଭଲ ଏବଂ ଟ୍ରେଣ୍ଡି ଜିନିଷ ଯୋଗାଇଦେଇ Amazon ଏବେ ସବୁ ବର୍ଗର ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରୁଛି।
Amazon ସେଲ୍‌ରେ ଏବେ ଖୁବ୍ କମ୍ ଦାମରେ ଅନେକ ଭଲ ଜିନିଷ ମିଳୁଛି। ଆପଣ ମାତ୍ର ୫୩୫ ଟଙ୍କାରେ ଷ୍ଟାଇଲିସ୍ ସ୍ନିକର୍ ପାଇପାରିବେ, ଯାହା ଚାଲିବା ଏବଂ ଦୌଡ଼ିବା ପାଇଁ ଖୁବ୍ ଆରାମଦାୟକ। ସେହିପରି ମାତ୍ର ୨୫୩ ଟଙ୍କାରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସୁନ୍ଦର ଘଂଟା ମିଳୁଛି। ଘରକରଣା ଜିନିଷ ମଧ୍ୟରେ, ଆଲମାରୀକୁ ସଜାଡ଼ି ରଖିବା ପାଇଁ ଅର୍ଗାନାଇଜର ଏବଂ ରୋଷେଇ ପାଇଁ ଷ୍ଟେନଲେସ୍ ଷ୍ଟିଲ୍ ଛୁରୀ ସେଟ୍‌, ପ୍ରତ୍ୟେକଟି ମାତ୍ର ୧୯୯ ଟଙ୍କାରେ ଉପଲବ୍ଧ। କମ୍ ବଜେଟ୍‌ରେ ଉତମ ମାନର ଜିନିଷ କିଣିବା ପାଇଁ ଏହା ଏକ ବଢ଼ିଆ ସୁଯୋଗ।
ଆପଣଙ୍କ ଦୈନନ୍ଦିନ ଜୀବନକୁ ସହଜ କରିବା ପାଇଁ Amazon ପ୍ରାଇମ୍ ଏବେ ଦମଦାର ଅଫର ଆଣିଛି । ପ୍ରାଇମ୍ ସଦସ୍ୟ ହେଲେ ଆପଣ ଲକ୍ଷ ଲକ୍ଷ ସାମଗ୍ରୀ ଉପରେ ମାଗଣା ଏବଂ ଦ୍ରୁତ ଡେଲିଭରି (ସମାନ ଦିନ କିମ୍ବା ୪ ଘଂଟା ମଧ୍ୟରେ) ସୁବିଧା ପାଇପାରିବେ। ଏହା ସହିତ ପ୍ରାଇମ୍ ଭିଡିଓରେ ମନପସନ୍ଦର ଫିଲ୍ମ ଏବଂ ଆମାଜନ ମ୍ୟୁଜିକ୍‌ରେ ବିଜ୍ଞାପନ-ମୁକ୍ତ ଗୀତର ମଜା ନେଇପାରିବେ। ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କଲେ ସବୁ କିଣାକିଣି ଉପରେ ୫% କ୍ୟାସବ୍ୟାକ୍ ମଧ୍ୟ ମିଳିବ। ତେବେ ଏଥିପାଇଁ ଆପଣଙ୍କ ପାଇଁ ତିନୋଟି ବାର୍ଷିକ ପ୍ଲାନର ସୁବିଧା ରହିଛି, ଯେଉଁଥିରେ ୧,୪୯୯ ଟଙ୍କାର ବାର୍ଷିକ ପ୍ରାଇମ୍ ସଦସ୍ୟତା ରେ ସମ୍ପୂର୍ଣ୍ଣ ସପିଂ ଏବଂ ମନୋରଞ୍ଜନ ପ୍ରାଇମ୍ ଲାଭ ପାଇବେ । ୭୯୯ ଟଙ୍କାର ପ୍ରାଇମ୍ ଲାଇଟ୍ ରେ ସମ୍ପୂର୍ଣ୍ଣ ସପିଂ ସୁବିଧା ଏବଂ ସୀମିତ ପ୍ରାଇମ୍ ଭିଡିଓ ସୁବିଧାର ଲାଭ ଉଠାଇପାରିବେ । ଠିକ ସେହିଭଳି ୩୯୯ ଟଙ୍କାରେ ପ୍ରାଇମ୍ ସପିଂ ସଂସ୍କରଣ ଉପଲବ୍ଧ ରହିଛି। ପ୍ରାଇମ୍ ବିଷୟରେ ଅଧିକ ଜାଣିବା ପାଇଁ www.amazon.in/prime କୁ ଭିଜିଟ କରନ୍ତୁ ।


Share It

Comments are closed.