ଜୟଙ୍କ ପାଇଁ ପ୍ରଚାର ଓହ୍ଲାଇଲେ ଦୁଇ ମୁଖ୍ୟମନ୍ତ୍ରୀ

Share It

ଯୁବ ସମୟ : ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଆଜି ନୂଆପଡାରେ ପ୍ରଚାର ପାଇଁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।
ମିଳିଥିବା ସୂଚନା ଅନୁଯାୟୀ, ସେ ଆଜି ୧୧ଟା ବେଳେ ଜୟଙ୍କ ପାଇଁ ପ୍ରଚାରକୁ ଓହ୍ଲାଇଛନ୍ତି ।ତ୍ତବର୍ତ୍ତମାନ ସେ ଏହ ସଭାକୁ ସମ୍ବୋଧିତ କରୁଛନ୍ତି ।
ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ମଧ୍ୟ ଆଜି ପଂଚମପୁରରେ ଏକ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଜୟ ନିଜ ଅଭିଭାଷଣରେ କହିଛନ୍ତି ଯେ, ନୂଆପଡାର ବିକାଶ ପାଇଁ ଜନସାଧାରଣ ନିଶ୍ଚୟ ତାଙ୍କୁ ଚୟନ କରିବେ ।


Share It

Comments are closed.