ଜେଏସଡବ୍ଲୁ ପେଂଟ୍‌ସ ପକ୍ଷରୁ ସ୍ୱାଧୀନତା ଦିବସେର ଭାରତକୁ ସୁନ୍ଦର କରୁଥିବା ରଙ୍ଗକୁ ସମ୍ମାନ


ଭୁବେନଶ୍ୱର: ଭାରତର ଅଗ୍ରଣୀ ପରେିବଶ ମିତବ୍ୟୟୀ ପେଂଟ୍ କମ୍ପାନି ଜେଏସଡବ୍ଲୁ ପେଂଟ୍‌ସ ପକ୍ଷରୁ ଏକ ସେିନମା ଜରିଅୋର ଭାରତର ସ୍ୱାଧୀନତା ଦିବସକୁ ପାଳନ କରାଯାଇଛି ଯେଉଁଥେିର ଭାରତୀୟ ଜାତୀୟ ପତାକାର ରଙ୍ଗକୁ ତୋଳି ଧରାଯାଇଛି। ଟିବିଡବ୍ଲୁଏ ଇଣ୍ଡିଆ ପକ୍ଷରୁ ପରିକଳ୍ପନା କରାଯାଇଥିବା ଏହି ଅଭିଯାନେର ଭାରତୀୟ ଜାତୀୟ ପତାକାକୁ ଭିନ୍ନ ଦୃଷ୍ଟେିକାଣେର ଉପସ୍ଥାପନ କରାଯାଇଛି ଯାହା ରଙ୍ଗର ବିବିଧତାକୁ ପାଳନ କରୁଛି। ଡିଜିଟାଲ୍ ପ୍ଲାଟଫମର୍ଗୁଡ଼ିକେର ଏହି ଅଭିଯାନକୁ େଉନ୍ମାଚନ କରାଯାଇଛି।
ଏହି ଅଭିଯାନ ଜରିଅୋର ଜାତୀୟ ପତାକୋର ଥିବା ତିନିଟି ରଙ୍ଗ ମଧ୍ୟରୁ ପ୍ରତି ରଙ୍ଗକୁ ଏକତା, ଗୌରବ ଓ ଜାତୀୟ ସଫଳତାର ପ୍ରତୀକ ଭୋବ ଜେଏସ୍‌ଡବ୍ଲୁ ପେଂଟ୍‌ସ ଉପସ୍ଥାପନ କରିଛି। ଏଥେିର ସ୍କୁଲର ଛାତ୍ରଛାତ୍ରୀମୋନ ବିରତି ସମୟେର ଖେଳୁଥିବା ଖେଳକୁ ଦେଖାଯାଇଛି। ସେଥେିର ପିଲାମୋନ ସ୍ୱତନ୍ତ୍ର ରଙ୍ଗର ଜିନିଷ ଚୟନ କରିଛନ୍ତି। ଖେଳ ଆଗକୁ ବଢ଼ିବା ସହ ଶ୍ରେଣୀ ଗୃହେର ଥିବା ବିଭିନ୍ନ ଜିନିଷକୁ ନେଇ ନୀଳ ରଙ୍ଗକୁ ପାଳନ କରାଯାଇଛି।
ସେିନମାଟି ଉଲ୍ଲାସର ସହ ଶେଷ ହୋଇଛି ଯେଉଁଥେିର ନୀଳ ରଙ୍ଗକୁ ପ୍ରଗତିର ପ୍ରତୀକ ଭୋବ ପ୍ରଦଶର୍ନ କରାଯାଇଛି ଯାହା ଦେଶକୁ ଆଗକୁ ବଢ଼ାଉଥିବା େବେଳ ତ୍ରିରଙ୍ଗାକୁ ଉଚ୍ଚା ରଖିବୋର ସହାୟକ ହୋଇଛି। ଭାରତୀୟ ଭାବ ଅନୁସୋର ବାର୍ତାକୁ ଜେଏସଡବ୍ଲୁ ପେଂଟ୍‌ସ ଏହି ସେିନମୋର ପାଳନ କରୁଛି। େ
ଜଏସଡବ୍ଲୁ ପେଂଟ୍‌ସର ଯୁଗ୍ମ ଏମଡି ଏବଂ ସିଇଓ ଶ୍ରୀ ଏଏସ ସୁନ୍ଦେରସନ କହିଛନ୍ତି ଯେ, “ଆମ ସ୍ୱାଧୀନତା ଦିବସ ଅଭିଯାନ ଆମର ଜାତୀୟ ପରିଚୟ ସୃଷ୍ଟି କରୁଥିବା ରଙ୍ଗକୁ ପାଳନ କରୁଛି। ଯେଉଁ ରଙ୍ଗ ଦେଶକୁ ଏକାଠି କରିଥାଏ ଏବଂ ଅୋମ ଯାହା କରିଥାଉ ସେଥେôର ଗର୍ବ ଜାଗ୍ରତ କରୁଛି। ଏହା ଆଚୁ ଚିନ୍ତାଶୀଳ ହେବା ଏବଂ ପ୍ରେତ୍ୟକ ରଙ୍ଗ ପଛେର ଥିବା କାହାଣୀକୁ ସାମ୍ନାକୁ ଆଣିବାର ଲକ୍ଷ୍ୟକୁ ପ୍ରତିଫଳିତ କରୁଛି।’’
ଟିବିଡବ୍ଲ୍ୟୁଏ/ଇଣ୍ଡିଆର ସିଇଓ ଗୋବିନ୍ଦ ପୋଣ୍ଡ କହିଛନ୍ତି ଯେ, େ“ଜଏସଡବ୍ଲ୍ୟୁ ପେଂଟ୍‌ସ ଶ୍ରଦ୍ଧାଞ୍ଜଳି ଅପର୍ଣ କରିବା ସହ ଆମ ଜାତୀୟ ତିରଙ୍ଗାର କେନ୍ଦ୍ରେର ଥିବା ନୀଳ ରଙ୍ଗ ପ୍ରତି ଦୃଷ୍ଟି ଆକଷର୍ଣ କରିଥାଏ ଏବଂ ଏହି ରଙ୍ଗ ଆମକୁ “ଟିମ୍ ବ୍ଲୁ’ର ସମଥର୍ନ ମାଧ୍ୟମେର ଏକ ରାଷ୍ଟ୍ର ଭାବେର ଏକଜୁଟ କରୁଛି।’’
ଟିବିଡବ୍ଲ୍ୟୁଏ/ଇଣ୍ଡିଆର ସିସିଏକ୍ସପିଓ ରେସଲ ବ୍ୟୋରଟ କହିଛନ୍ତି ଯେ, େ”ଜଏସଡବ୍ଲୁ ପେଂଟ୍‌ସ ତୃତୀୟ ବର୍ଷ ପାଇଁ ସ୍ୱାଧୀନତା ଦିବସ ପାଳନ କରୁଥିବା ଏକ ଚଳଚ୍ଚିତ୍ର ନିର୍ମାଣ କରିଛି। ଚଳିତ ବର୍ଷ ଅୋମ “ତ୍ରିରଙ୍ଗାେ’ର ନୀଳ ରଙ୍ଗ ପାଳନ କରି ସମ୍ପୂର୍ଣ୍ଣ ନୂଆ ଢଙ୍ଗେର ବିପ୍ଳବ ସୃଷ୍ଟି କରିବାକୁ ନିଷ୍ପତି ନେଇଛୁ। ଫିଲ୍ମଟି ନୀଳ ରଙ୍ଗକୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଅପ୍ରତ୍ୟାଶିତ ଢଙ୍ଗେର ଚିତ୍ରଣ କରିଛି। ଏହାକୁ େଅନକ ସଫଳତାର ରଙ୍ଗ ଭାବେର ସ୍ୱୀକାର କରିବା ଏବଂ ଏହାକୁ ଗୁରୁତ୍ୱ ଦେବା ଦ୍ୱାରା ଅୋମ ଚଳିତ ବଷର୍ର ସ୍ୱାଧୀନତା ଦିବସ ଉତ୍ସବେର ଏକ ସୁନ୍ଦର ଏବଂ ଅନନ୍ୟ ଚିନ୍ତାଧାରା ଉପସ୍ଥାପନ କରିପାରିଛୁ।’’


Share It

Comments are closed.