ଶ୍ରୀ ସମ୍ରାଟ ଦତ୍ତ ଓ ଶ୍ରୀ ସାନ୍ତନୁ ରଏ ଙ୍କ ଦ୍ଵାରା ଦଶମହାବିଦ୍ୟାର ଉପସ୍ଥାପନ
୩୧ତମ ଗୁରୁ କେଳୁଚରଣ ମହାପାତ୍ର (ଜିକେସିଏମ) ପୁରସ୍କାର ମହୋତ୍ସବ ୨୦୨୫ର ତୃତୀୟ ସଂଧ୍ୟା ରେ ବହୁମୂଖୀ ଭାରତନାଟ୍ୟମ ଗୁରୁ-ଶିଷ୍ୟ ଯୋଡି ଶ୍ରୀ ସମ୍ରାଟ ଦତ୍ତ ଓ ଶ୍ରୀ ସାନ୍ତନୁ ରଏ ଙ୍କ ଦ୍ଵାରା ଦଶମହାବିଦ୍ୟାର ଉପସ୍ଥାପନ । ଏହା ହେଉଛି ଶ୍ରୀ ସମ୍ରାଟ ଦତ୍ତଙ୍କର ନିର୍ଦ୍ଦେଶିତ ଏକ କାର୍ଯ୍ୟ ଯାହା ତନ୍ତ୍ରରୁ ପରାଶକ୍ତିର ୧୦ଟି ରୂପକୁ ଚିତ୍ରଣ କରିବା ସହ ବିଭିନ୍ନ ଭାବନା ଓ ପର୍ଯ୍ୟାୟ ମାଧ୍ୟମରେ ଆଧ୍ୟାତ୍ମିକ ପୂର୍ଣ୍ଣତା ଦିଗରେ ମାନବ ଜୀବନର ଯାତ୍ରାକୁ ଦର୍ଶାଯାଇଛି । ଯାହା ଦର୍ଶକଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିଲା।

Comments are closed.