୧୩ ସେପ୍ଟେମ୍ବରରୁ ଏହି ରାଶିଙ୍କର ଭାଗ୍ୟ ବଦଳିବ, ଭଗବାନ ସୂର୍ଯ୍ୟଙ୍କର ରହିବ ବିଶେଷ କୃପା
ବୈଦିକ ପଂଚାଙ୍ଗ ଅନୁସାରେ, ଯେଉଁଭଳି ଭାବରେ ସୂର୍ଯ୍ୟ ସମୟ ସମୟରେ ନିଜ ରାଶିରେ ପରିବର୍ତ୍ତନ କରନ୍ତି ସେହିଭଳି ଭାବରେ ସୂର୍ଯ୍ୟ ନିଜ ନକ୍ଷତ୍ରରେ ମଧ୍ୟ ପରିବର୍ତ୍ତନ କରନ୍ତି । ସୂର୍ଯ୍ୟ ବର୍ତ୍ତମାନ ପୂର୍ବାଫାଲଗୁନି ନକ୍ଷତ୍ରରେ ଅଛନ୍ତି ଏବଂ ୧୩ ସେପ୍ଟେମ୍ବରରେ ଉତ୍ତରାଫାଲଗୁନି ନକ୍ଷତ୍ରରେ ଗୋଚର କରିବେ । ଉତ୍ତରାଫାଲଗୁନି ନକ୍ଷତ୍ରର ସ୍ୱାମୀ ସ୍ୱୟଂ ସୂର୍ଯ୍ୟ ଅଟନ୍ତି । ସୂର୍ଯ୍ୟ ନିଜର ନକ୍ଷତ୍ରରେ ପ୍ରବେଶ, ମେଷ ଠାରୁ ଆରମ୍ଭ କରି ମୀନ ରାଶି ପର୍ଯ୍ୟନ୍ତ ପ୍ରଭାବ ପଡିବ । ସୂର୍ଯ୍ୟଙ୍କର ଉତ୍ତରାଫାଲଗୁନି ନକ୍ଷତ୍ରରେ ଗୋଚର ଦ୍ୱାରା ଅନେକ ଭାଗ୍ୟଶାଳୀ ରାଶିମାନଙ୍କ ଉପରେ ଭଲ ପ୍ରଭାବ ପଡିବ । ଏହି ରାଶିଙ୍କୁ ଧନ, କାରବାର, ବ୍ୟବସାୟ ଓ ପରିବାର ଉପରେ ଶୁଭ ଫଳ ପ୍ରାପ୍ତି ହେବ । ଜାଣନ୍ତୁ ସୂର୍ଯ୍ୟଙ୍କର ନକ୍ଷତ୍ର ଗୋଚର କେଉଁ ରାଶି ଉପରେ କ’ଣ ପ୍ରଭାବ ପଡିବ ।
ମେଷ ରାଶି : ମେଷ ରାଶି ମାନଙ୍କ ପାଇଁ ସୂର୍ଯ୍ୟଙ୍କର ନକ୍ଷତ୍ର ଗୋଚର ବେଶ ଲାଭକାରୀ ରହିବ । ଏହି ସମୟରେ ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ । ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ । ବ୍ୟବସାୟିକସ୍ଥିତି ସୁଦୃଢ ହେବ । ଚାକିରି କ୍ଷେତ୍ରରେ ଉନ୍ନତି ହେବା ସହ ଆୟ ବୃଦ୍ଧି ମଧ୍ୟ ହେବ । ପାରିବାରିକ ଜୀବନର ସମସ୍ୟାର ଅନ୍ତ ହେବ ।
କର୍କଟ ରାଶି : କର୍କଟ ରାଶିଙ୍କ ପାଇଁ ସୂର୍ଯ୍ୟ ନକ୍ଷତ୍ର ପରିବର୍ତ୍ତନ ଅନୁକୂଳ ରହିବ । ଏହି ସମୟରେ ଆପଣଙ୍କର ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ । ପରାକ୍ରମ ରଙ୍ଗ ଲଗାନ୍ତୁ । ଆୟର ନୂଆ ରାସ୍ତା ବାହାରିବ । ପରାକ୍ରମ ରଙ୍ଗ ଲଗାନ୍ତୁ । ଆୟର ନୂଆ ରାସ୍ତା ବାହାରିବା ସହ ପୁରୁଣା ରାସ୍ତାରୁ ମଧ୍ୟ ଅର୍ଥ ଉପାର୍ଜନ ହୋଇପାରିବ । ବ୍ୟବସାୟରେ ଉନ୍ନତି ଘଟିବ ।
ସିଂହ ରାଶି : ସିଂହ ରାଶିଙ୍କ ପାଇଁ ସୂର୍ଯ୍ୟ ନକ୍ଷତ୍ର ପରିବର୍ତ୍ତନ ଖୁବ ଭଲ ରହିବ । ଏହି ସମୟରେ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ମନମୁତାବକ ପରିଣାମ ମିଳିବ । ନିଜର ଯୋଗ୍ୟତାକୁ ଦେଖାଇବା ପାଇଁ ସୁଯୋଗ ମିଳିବ । ବ୍ୟବସାୟିଙ୍କ ଆର୍ଥିକ ଲାଭ ମିଳିବ । ଘର ବାଡି, ଗାଡି କିଣାକିଣି ସମ୍ଭବ ହୋଇପାରିବ । ଖୁସିର ଆଗାମନ ହେବ । କୌଣସି ସୁଖଦ ସମାଚାର ମିଳିବ ।
ତୁଳା ରାଶି : ତୁଳା ରାଶିଙ୍କ ପାଇଁ ମଧ୍ୟ ସୂର୍ଯ୍ୟ ନକ୍ଷତ୍ର ପରିବର୍ତ୍ତନ ଖୁବ ଭଲ ରହିବ । ସାମାଜିକ ମାନ- ପ୍ରତିଷ୍ଠା ବୃଦ୍ଧି ପ।।ଇବ । କ୍ୟାରିୟରେ ଉନ୍ନତିର ସଂକେତ ରହିଛି । କାର୍ଯ୍ୟରେ ଉନ୍ନତି ହେବ । ମାନ-ସମ୍ମାନ ପ୍ରାପ୍ତି ହେବ । ଯାତ୍ରାରେ ଯାଇପାରିବେ । ଆୟରେ ବୃଦ୍ଧି ହେବ ।
Comments are closed.