ପ୍ରକାଶ ପାଇଲା NEET UG 2025 ଫଳାଫଳ
ଭୁବନେଶ୍ୱର: NEET-UG ଫଳାଫଳ ପ୍ରକାଶ ପାଇଛି। NTA ସରକାରୀ ୱେବସାଇଟରେ NEET UG 2025 ପରୀକ୍ଷା ଫଳାଫଳ ପ୍ରକାଶ କରିଛି। ତେଣୁ, ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ସରକାରୀ ୱେବସାଇଟ୍ neet.nta.nic.in କୁ ଯାଇ ଫଳାଫଳ ଦେଖିପାରିବେ।
ପ୍ରାର୍ଥୀମାନେ ଇମେଲ୍ ମାଧ୍ୟମରେ ସ୍କୋର କାର୍ଡ ଦେଖିପାରିବେ।
କିପରି ଡାଉନଲୋଡ୍ କରିବେ:
-ପ୍ରଥମେ, ATA ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ
-ହୋମ୍ ପେଜ୍ ରେ NEET UG 2025 ଫଳାଫଳର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
-ଏବେ ଆଡମିଟ୍ କାର୍ଡ ନମ୍ବର ଏବଂ ଜନ୍ମ ତାରିଖ ପ୍ରବେଶ କରନ୍ତୁ ଏବଂ ଦାଖଲ କରନ୍ତୁ। ଏହା କରିବା ପରେ, ଫଳାଫଳ ଆସିବ।
-ଏହାକୁ ଡାଉନଲୋଡ୍ କରନ୍ତୁ ଏବଂ ଏହାର ଏକ ପ୍ରିଣ୍ଟଆଉଟ୍ ନିଅନ୍ତୁ।
NEET UG ଫାଇନାଲ୍ ଆନ୍ସର କୀ ଜୁନ୍ 14 ରେ ପ୍ରକାଶିତ ହୋଇଥିଲା। ଛାତ୍ରଛାତ୍ରୀମାନେ NTA ର ଅଫିସିଆଲ୍ ୱେବସାଇଟ୍ neet.nta.nic.in କୁ ଯାଇ PDF ଫାଇଲ୍ ଡାଉନଲୋଡ୍ କରିପାରିବେ।
Comments are closed.