ରାଜଗାଙ୍ଗପୁର ଥାନା ରେ ନୂତନ ଆଇନ୍ ସମନ୍ଧରେ ଜନସଚେତନତା

Share It

ରାଜଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ଙ୍କ ତତ୍ବାବଧାନରେ ଥାନା ପରିସରରେ କେନ୍ଦ୍ର ସରକାରଙ୍କ ନୂତନ ଅପରାଧ ଆଇନ ସମନ୍ଧରେ ଜନ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ଏହି ଅବସରରେ ରାଜଗାଙ୍ଗପୁର ଏସଡିପିଓ ଶ୍ରୀ ବିଭୁତି ଭୁଷଣ ଭୋଇ, ତହସିଲଦାର ଶ୍ରୀ ଜଗବନ୍ଧୁ ମଲ୍ଲିକ, ପୈରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରେଗଂ ଯୋଗଦାନ କରି ନୂତନ ଅପରାଧ ଆଇନ ସମନ୍ଧରେ ଉପସ୍ଥିତ ବିଭିନ୍ନ କଲେଜରୁ ଆସିଥିବା ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ବରିଷ୍ଠ ନାଗରିକ ସ୍ବେଛାସେବୀ ସାମାଜିକ ସଂଗଠନ ଓକିଲ ସଂଘର ସଦସ୍ୟ ବିଭିନ୍ନ ରାଜନୈତିକ ଦଳର ନେତାକର୍ମି ବୁଦ୍ଧିଜୀବୀ ଓ ସାଧାରଣ ନାଗରିକ ଙ୍କୁ ବିସ୍ତୃତ ଭାବରେ ଆଲୋକପାତ କରାଇଥିଲେ ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ପ୍ରଧାନ ସଞ୍ଚାଳନ କରିବା ସହ କାର୍ଯ୍ୟକ୍ରମ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏଥିରେ ରାଜଗାଙ୍ଗପୁର ଥାନାର କାର୍ଯ୍ୟରତ ସମସ୍ତ ପୋଲିସ ଅଧିକାରୀ ସୁରକ୍ଷା ବଳ ସହଯୋଗ କରିଥଲେ।


Share It

Comments are closed.