ବଦଳିଲା ମୁଖ୍ୟମନ୍ତ୍ରୀ ଙ୍କ ଠିକଣା
ଭୁବନେଶ୍ୱର : ଏବେଠାରୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନିଜର ସରକାରୀ ବାସଭବନରେ ରହିବେ । 24ବର୍ଷ ଏକ ଲମ୍ବା ସମୟର ବ୍ୟବଧାନ ପରେ ସେଠାରେ ମୁଖ୍ୟମନ୍ତ୍ରୀ ରହିବାକୁ ଗଲେ । ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ କାର୍ଯ୍ୟ ରେ ଗୋମାତା ଙ୍କୁ ନିଶ୍ଚୟ ଖୋଜା ଯାଏ ତେଣୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନିଜ ନୂତନ ଘରେ ଦୁଇଟି ଗାଈ ଯାହାର ନାମ ନନ୍ଦା ଓ ନନ୍ଦୀଙ୍କୁ ଧରି ବୈଦିକ ରୀତିରେ ପୂଜର୍ଚ୍ଚନା କରି ଗୃହ ପ୍ରବେଶ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଘରକୁ ଲାଗି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଟ ରହିଛି । ପ୍ରତି ସୋମବାର ଦିନ ସେଠାରେ ଲୋକଙ୍କ ଅଭିଯୋଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଣିବେ ।
Comments are closed.