ସିସିଟିଭି ସର୍ଭିଲାନ୍ସ ବୃଦ୍ଧି ଓ ସାଇବର ଥାନାକୁ ସୁଦୃଢ଼ କରାଯିବ: ଡିସିପି

Share It

ଭୁବନେଶ୍ଵର: ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା। ଅପରାଧର ତଦନ୍ତ ଓ ଅଭିଯୁକ୍ତକୁ ତୁରନ୍ତ ଗିରଫ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଲେ ନୂଆ ଡିସିପି।

ସିସିଟିଭି ସର୍ଭିଲାନ୍ସ ବୃଦ୍ଧି ଓ ସାଇବର ଥାନାକୁ ସୁଦୃଢ଼ କରାଯିବ ବୋଲି ସୂଚନା ଦେଲେ ଡିସିପି।

ଏହା ସହ ରାଜଧାନୀ ବାସୀଙ୍କୁ ସୁରକ୍ଷା ଦେବା ଆମର ପ୍ରଥମ କାମ। ବିଶେଷ କରି ମହିଳାଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଡିସିପି।


Share It

Comments are closed.