କେଏଫସିର ବୋନଲେସ ରେଞ୍ଜ ସହ କରନ୍ତୁ ଅଧିକ ଉପଭୋଗ

Share It

ଭୁୁବନେଶ୍ୱର: କେଏଫସିର ବୋନଲେସ ରେଞ୍ଜର ଅତୁଳନୀୟ, ସ୍ୱାଦିଷ୍ଟ କ୍ରଂଚ ସହ କିଛି ମଜାଦାର ସ୍ୱାଦ ପାଇବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। କେଏଫ୍‌ସିର କ୍ରିସ୍ପି, ଫିଙ୍ଗର ଲିକିନ ଗୁଡ ବୋନଲେସ ରେଞ୍ଜ ଆପଣଙ୍କର ସମସ୍ତ ପ୍ରକାରର କ୍ରେଭିଙ୍ଗ୍‌ସକୁ ପୂରା କରିପାରିବ। ଚିକେନ ପ୍ରେମୀମାନେ କେବଳ ୯୯ ଟଙ୍କାରୁ ଆରମ୍ଭ ହେଉଥିବା କେଏଫ୍‌ସିର ବେଷ୍ଟସେଲିଂ ମେନ୍ୟୁ ମଧ୍ୟରୁ ଦୁଇଟି ସ୍ୱାଦିଷ୍ଟ ବୋନଲେସ ବିକଳ୍ପକୁ ଉପଭୋଗ କରିପାରିବେ। ବୋନଲେସ୍ ଚିକେନ ଷ୍ଟ୍ରିପଗୁଡିକର ସ୍ୱାଦର ମଜା ଉଠାନ୍ତୁ। ମସଲାଗୁଡିକର ଏକ ମିଶ୍ରଣ ସହ ପ୍ରସ୍ତୁତ ହୋଇଥିବା ଏହି କ୍ରିସ୍ପି, ଟେଣ୍ଡର ବୋନଲେସ୍ ରେଞ୍ଜ ଗ୍ରାହକଙ୍କ ପାଇଁ ଏକ ଅଲ୍ଟିମେଟ ସ୍ନାକ ଅଟେ ଯାହାକୁ ସେମାନେ ମଜାଦାର ସ୍ୱାଦ ପାଇଁ ନିଜ ପସନ୍ଦର ସଶ୍‌ରେ ଡିପ କରି ଖାଇପାରିବେ। ସେହିଭଳି ଦେଶୀ ସ୍ୱାଦ ପସନ୍ଦ କରୁଥିବା ପ୍ରଶଂସକଙ୍କ ପାଇଁ ତନ୍ଦୁରୀ ଏବଂ ସ୍ପାଇସି ଓ ଟାଙ୍ଗି ସ୍ୱାଦ ପସନ୍ଦ କରୁଥିବା ଲୋକଙ୍କ ପାଇଁ ନାସଭିଲେ ଭଳି ଦୁଇଟି ସସି ଡିପ ବିକଳ୍ପ ମଧ୍ୟ ରହିଛି।

କିଛି ବାଇଟ-ସାଇଜ୍‌ଡ ସ୍ନାକ ଖାଇବାକୁ ଚାହୁଁଥିବା ଚିକେନ ପ୍ରେମୀମାନେ ଏହି ଲୋଭନୀୟ ସ୍ୱାଦିଷ୍ଟ ଚିକେନ ପପ୍‌କର୍ଣ୍ଣକୁ ଉପଭୋଗ କରିପାରିବେ। ଏହା ବାହାରେ ଉପଯୁକ୍ତ ଭାବେ କ୍ରିସ୍ପି ଓ ଭିତରେ ଜୁସି ହୋଇଥିବା ବେଳେ ପ୍ରତ୍ୟେକ ବାଇଟରେ କେଏଫ୍‌ସିର ସିଗ୍ନେଚର ଏପିକ ଫ୍ଲେଭର ପ୍ରଦାନ କରୁଛି। ତେଣୁ ୯୯ ଟଙ୍କାରୁ ଆରମ୍ଭ ହେଉଥିବା କେଏଫ୍‌ସିର ବୋନଲେସ୍ ରେଞ୍ଜ ସହ ଟେଷ୍ଟ ଦ ଏପିକ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। କମ୍ ଭାବନ୍ତୁ ଏବଂ ଡାଇନ-ଇନ ଓ ଟେକଆୱେ ପାଇଁ କେଏଫ୍‌ସିର ୧୨୦୦ରୁ ଅଧିକ ରେଷ୍ଟୁରାଂଟଗୁଡିକରେ, କେଏଫ୍‌ସି ଆପ କିମ୍ବା ୱେବସାଇଟ ମାଧ୍ୟମରେ (https://online.kfc.co.in/) ଆପଣଙ୍କର କେଏଫ୍‌ସି ବୋନଲେସ୍‌କୁ ଉପଭୋଗ କରନ୍ତୁ।


Share It

Comments are closed.