ଏୟାରଟେଲ୍ ଏବଂ ଜିଓ ପକ୍ଷରୁ ସ୍ପେକ୍ଟ୍ରମ ସ୍ଥାନାନ୍ତରଣ ଶେଷ

Share It

ନୂଆଦିଲ୍ଲୀ–ଭାରତୀ ଏୟାରଟେଲ୍ (ଏୟାରଟେଲ୍‌) ପକ୍ଷରୁ ୩ଟି ସର୍କଲରେ ୮୦୦ ମେଗାହର୍ଜ ସ୍ପେକ୍ଟ୍ରମ ରିଲାଏନ୍ସ ଜିଓ ଇନଫୋକମ (ଜିଓ)କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି । ଏହା ସହିତ ଏୟାରଟେଲକୁ ଏହି ସ୍ଥାନାନ୍ତରଣ ଯୋଗୁଁ ୧୦୦୪.୮କୋଟି ରାଜସ୍ୱ ମିଳିଛି ।ଏହା ବ୍ୟତୀତ ଜିଓ ପକ୍ଷରୁ ଭବିଷ୍ୟତରେ ୪୬୯.୩ କୋଟିର ସ୍ପେକ୍ଟ୍ରମ ସମ୍ବନ୍ଧୀୟ ଦାୟିତ୍ୱ ଗ୍ରହଣ କରାଯିବ ।


Share It

Comments are closed.