ପାରିବାରିକ ବିବାଦ ସତ୍ତ୍ୱେ ମଧ୍ୟ ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ

Share It

ବର୍ଷାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଦେଲେ ଅନୁଭବ । ଶୁଭେଚ୍ଛା ଦେବା ସହ ଅନୁଭବ କହିଛନ୍ତି ‘ହୁଏତ ଆମେ ଭଲ ପତି ପତ୍ନୀ ହୋଇପାରିଲେନି, କିନ୍ତୁ ଆମେ ସବୁବେଳ ପାଇଁ ଭଲ ବନ୍ଧୁ ହୋଇ ରହିଥିବା’ । ମୁଁ ମୋ ପରିବାର, ଫ୍ୟାନ ଏବଂ ଶୁଭେଚ୍ଛୁଙ୍କ ତରଫରୁ ତୁମକୁ ଜନ୍ମଦିନର ଶୁଭକାମନା । ମହାପ୍ରଭୁ ଜଗନ୍ନାଥ ତୁମକୁ ଆଶୀର୍ବାଦ କରନ୍ତୁ ଭଲରେ ରୁହ ଖୁସିରେ ରୁହ ।


ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁଁ ମାମଲା କୋର୍ଟରେ ରହିଛି ।


Share It

Comments are closed.