ସମସ୍ତ ଇଲେକ୍ଟ୍ରୋନିକ୍ସ ଏବଂ ମୋବାଇଲ ଉପକରଣ ଉପରେ ୱାରେଂଟି ବଢ଼ାଇଲା ସାମସଙ୍ଗ


ଭୁବନେଶ୍ୱର: ଗ୍ରାହକଙ୍କ ସୁରକ୍ଷାକୁ ପ୍ରାଥମିକତା ଭାବେ ଗ୍ରହଣକରି ସାମସଙ୍ଗ ଇଣ୍ଡିଆ ପକ୍ଷରୁ ଏହାର ସମସ୍ତ ଉତ୍ପାଦ ପୋର୍ଟଫୋଲିଓ ଗୁଡ଼ିକ ଉପରେ ଷ୍ଟାଣ୍ଡାର୍ଡ ୱାରେଂଟିକୁ ଚଳିତ ଜୁନ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୨୦ ଏବଂ ମେ ୩୧ ମଧ୍ୟରେ ୱାରେଂଟି ଶେଷ ହୋଇଯାଇଥିବା ସମସ୍ତ ଉତ୍ପାଦଗୁଡ଼ିକ ଉପରେ ଏହି ଅଫର ବୈଧ ରହିବ । ଗ୍ରାହକଙ୍କୁ ସୁରକ୍ଷିତ ରଖିବା ପାଇଁ ସାମସଙ୍ଗ ପକ୍ଷରୁ ସମସ୍ତ ସମ୍ଭବ ପଦକ୍ଷେପ ଗ୍ରହଣ କରାଯାଉଛି ।
ସୁରକ୍ଷିତ ରୁହନ୍ତୁ, ଯେତେବେଳେ କି ସାମସଙ୍ଗ ଆପଣଙ୍କ ଡିଭାଇସର ସୁରକ୍ଷାର ଧ୍ୟାନ ରଖୁଛି । ଅଧିକ ସୂଚନା ପାଇଁ ସାମସଙ୍ଗ ଇଣ୍ଡିଆ ନ୍ୟୁଜରୁମ ଲିଙ୍କ ଝବଜ୍ଞଗ୍ଦଙ୍କଦ୍ଭଶ ଋଙ୍ଘଗ୍ଧରଦ୍ଭୟଗ୍ଦ ଡବକ୍ସକ୍ସବଦ୍ଭଗ୍ଧଚ୍ଚ କ୍ଟଦ୍ଭ ଉକ୍ଟଦ୍ଭଗ୍ଦଙ୍କଜ୍ଞରକ୍ସ ଋକ୍ଷରମଗ୍ଧକ୍ସକ୍ଟଦ୍ଭସମଗ୍ଦ ବଦ୍ଭୟ ଗକ୍ଟଭସକ୍ଷର ଚକ୍ସକ୍ଟୟଙ୍କମଗ୍ଧଗ୍ଦ ରେ ଯାଇ ଦେଖନ୍ତୁ । ଏହି ବିଷୟରେ ଅଧିକ ସୂଚନା ପାଇଁ ବିନା କୌଣସି ଦ୍ୱନ୍ଦରେ ଅନ୍‌ଲାଇନ୍‌ରେ ଯୋଗାଯୋଗ ମଧ୍ୟ କରିପାରିବେ । ଦୂରେଇ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ।


Share It

Comments are closed.