କରୋନାରେ ଆକ୍ରାନ୍ତ ହେଲେ ସାହିଦ ଆଫ୍ରିଦି
ପାକିସ୍ତାନର ପୂର୍ବତ୍ତନ କ୍ରିକେଟର ସାହିଦ ଆଫ୍ରିଦି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଫ୍ରିଦି ଏ ସଂପର୍କରେ ଟ୍ୱିଟ କରି ନିଜେ ସୂଚନା ଦେଇଛନ୍ତି । ପାକିସ୍ତାନର ଏହି ପୂର୍ବତ୍ତନ ଅଧିନାୟକ ନିଜ ଫାଉଣ୍ଡେସନ ସହ ମିଶି କରି ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିବାବେଳେ ବର୍ତ୍ତମାନ ସେ ନିଜେ କରୋନା ଆକ୍ରାନ୍ତ ହୋଇଛନ୍ତି ।
I’ve been feeling unwell since Thursday; my body had been aching badly. I’ve been tested and unfortunately I’m covid positive. Need prayers for a speedy recovery, InshaAllah #COVID19 #pandemic #hopenotout #staysafe #stayhome
— Shahid Afridi (@SAfridiOfficial) June 13, 2020
ସାହିଦ ଟ୍ୱିଟରେ ଏ ସଂପର୍କରେ ସୂଚନା ଦେଇ ଲେଖିଛନ୍ତି ଯେ, “ମୁଁ ଗୁରୁବାର ଠାରୁ ଅସୁସ୍ଥ ଅନୁଭବ କରୁଛି । ମୋ ଶରୀରରେ ଭୀଷଣ ଭାବେ ପୀଡା ହେଉଛି । ମୋର ପରୀକ୍ଷା ହୋଇ ନାହିଁ କିନ୍ତୁ ଦୁର୍ଭାଗ୍ୟବଶତଃ ପିଜିଟିଭ ଥିବାର ଜଣା ପଡିଛି । ମୁଁ ଯେପରି ଶୀଘ୍ର ସୁସ୍ଥ ହୋଇଯିବି ସେଥିପାଇଁ ପ୍ରାର୍ଥନା କରନ୍ତୁ । ”
Comments are closed.