ଗଭୀର ପାଣିରେ ଗାଧୋଉଥିବାବେଳେ ମଣିଷ ଉପରେ ଆକ୍ରମଣ କଲା କୁମ୍ଭୀର, ଭିଡିଓ ଭାଇରାଲ
ଗତ ମଙ୍ଗଳବାର ଦିନ ଭୋପାଲ କାଲିଆସୋତ ଡ୍ୟାମ ଠାରେ ଜଣେ ବ୍ୟକ୍ତି ତାଙ୍କ ସାଙ୍ଗଙ୍କ ସହ ଗାଧୋଉଥିବାବେଳେ ଗୋଟଏ କମ୍ଭୀର ତାଙ୍କ ଉପରେ ଆକ୍ରମଣ କରିଥିଲା । ଯୁବକ ଜଣଙ୍କର ନାମ ଅମିତ ଥିବାବେଳେ ସେ ଗଭୀର ପାଣିରେ ଗାଧୋଉଥିବାବେଳେ କମ୍ଭୀର ତାଙ୍କ ଉପରେ ଆକ୍ରମଣ କରିଥିଲା । ଅନେକ ପ୍ରଚେଷ୍ଟା ପରେ ତାଙ୍କ ସାଙ୍ଗଙ୍କ ଯୋଗୁଁ ସେ କମ୍ଭୀର ମୁହଁରୁ ନିଜର ଜୀବନ ଫେରି ପାଇଥିଲେ । ସେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Comments are closed.