ଅନ୍ଲକ ୧.୦କୁ ନେଇ ଜନସାଧାରଣଙ୍କ ମତ କ’ଣ ? ଜାଣନ୍ତୁ
ଲକ୍ଡାଉନର ଚତୁର୍ଥ ପର୍ଯ୍ୟାୟ ପରେ ଦେଶ ଅନ୍ଲକ ୧.୦ ସହ ଖୋଲିବା ପାଇଁ ପ୍ରସ୍ତୁତ ଅଛି । ଏହାର ଆରମ୍ଭ ୮ ଜୁନରୁ ହେବ । ଏହି ମଧ୍ୟରେ ୧ରୁ ୭ ଜୁନ ମଧ୍ୟରେ ଆପଣଙ୍କୁ କେତେ ଛୁଟି ମିଳିବ, ଏହା ଆପଣଙ୍କ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ କାରଣ ଏହି ସମୟ ମଧ୍ୟରେ ଲକଡାଉନ କିମ୍ବା ‘ଅନ୍ଲକ ୧’ ଲାଗୁ ରହିବ ନାହିଁ । ଏହି ମଧ୍ୟରେ କଣ୍ଟେନମେଣ୍ଟ ଜୋନ ମାନଙ୍କରେ ଲକ୍ଡାଉନକୁ ଜୁନ ୩୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଥିବାବେଳେ ଅନ୍ୟ ସ୍ଥାନମାନଙ୍କରେ ଧୀରଧୀରେ ଚଳପ୍ରଚଳ ଆରମ୍ଭ ହେଉଛି । ‘ଅନ୍ଲକ ୧’ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ତେବେ ଆସନ୍ତୁ ଏହା ଉପରେ ନଜର ପକାଇବା ।
All students after hearing the news of #Lockdown5.😢#Unlock1 #unlockone pic.twitter.com/GxxfvQhKJA
— Simran Singh (@simran_tweets03) May 30, 2020
#unlockone
Govt : public places will reopen from 8th June
Corona : pic.twitter.com/t1pXtOYeJy— pakhandi_baba (@__joker_26) May 30, 2020
Government renames #Lockdown5 with #unlockone
Le People: pic.twitter.com/ZzEjILf5wX
— SACH N SAVAGE (@sachii_sharma_) May 30, 2020
Lockdown 5 restrictions be like. #unlockone pic.twitter.com/FPqtmN7pST
— Why So Serious..❓ (@WSSforINDIA) May 31, 2020
Schools and colleges is going to start from July
*Meanwhile me trying to remember in which school/ college I used to study in* :#Lockdown5 #Unlock #unlockone pic.twitter.com/ZIUo3RByKf
— 𝒊𝒔𝒂 🌺 (@isaloves1dx) May 30, 2020
Malls, Restaurant, Religious places to open in #unlockone ..
Happiest creature RN : pic.twitter.com/MmodeWA9mQ
— Riya (@jhampakjhum) May 30, 2020
Lockdown 5.0 in a picture #unlock1 pic.twitter.com/m5GMYvH2JW
— Atyadhik Sanskari (@AreYouKomedyMe) May 30, 2020
Corona cases in India is 1.74 lakhs and government announced #Unlock1 .
Corona : pic.twitter.com/sGGRZPqVVi— Pratiksha Jha (@JhaPratiksha) May 30, 2020
Comments are closed.