କରୋନା ଯୋଦ୍ଧାଙ୍କୁ ସଲାମ କଲେ ପୋଲିସ ଡଗ୍ସ, ସବୁଆଡେ ହେଉଛି ପ୍ରଶଂସା
କରୋନା ଯୋଦ୍ଧା, ଯେଉଁମାନେ କି ମହମାରୀ କରୋନା ଭାଇରସ ବିରୋଧରେ ଲଢେଇ କରୁଛନ୍ତି । ନିଜ ଜୀବନକୁ ବାଜିରେ ଲଗାଇ କରୋନା ଭାଇରସକୁ କିପରି ପ୍ରତିହତ କରାଯାଇପାରିବେ ସେଥିପାଇଁ ସେ ଅହରହ ପ୍ରଚେଷ୍ଟା ଚଳାଉଛନ୍ତି । ସାରା ଦେଶ ଏମାନଙ୍କୁ ସଲମା ଜଣାଉଛି । ଏହା ଛଡା ଦେଶର ଜଳ, ସ୍ଥଳ ଏବଂ ବାୟୁସେନା ଏହି ଯୋଦ୍ଧାମାନଙ୍କୁ ମଧ୍ୟ ସଲାମ ଜଣାଇଛି । ବର୍ତ୍ତମାନ କୋଲକତା ପୋଲିସର ଡଗ୍ସଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେମାନେ କରୋନା ଯୋଦ୍ଧା ଏବଂ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ସଲମା କରୁଥିବା ଦେଖିବାକୁ ମିଳିଛି ।
The Police Dogs salutes all the #COVIDWarriors and #frontlineworkers and sends love and respect to all the Heroes staying Home #StayAtHome during the #lockdown2020 Stay safe all of you. #FlattenTheCurve #SlowTheSpread by wearing #Masks #Social_Distancing and #handwashing pic.twitter.com/zvShQ6046C
— Neeloo Sherpa, IPS 🇮🇳 (@Neelsher) May 15, 2020

Also giving the example of social distancing 🙏🙏🙏
— Abhishek Singh (@avisheksingh59) May 15, 2020
ଏହି ସୁନ୍ଦର ଛବିଟି ଆଇପିଏ ନିଲୁ ସେର୍ଫା ନିଜ ଟ୍ୱିଟକ ହ୍ୟାଣ୍ଡଲରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ଏହି ପୋଲିସ ଡଗ୍ସ ସମସ୍ତ କରୋନା ଯୋଦ୍ଧା ଏବଂ ଆଗ ଧାଡିର କର୍ମଚାରୀଙ୍କୁ ସଲାମ କରୁଛନ୍ତି । ଏହା ସହ ଏମାନେ ସେହି ସମସ୍ତ ହିରୋସଙ୍କୁ ସମ୍ମାନ ଜଣାଉଛନ୍ତି ଯେଉଁମାନେ ଲକ୍ଡାଉନ ସମୟରେ ନିଜ ଘରେ ସୁରକ୍ଷିତ ଅଛନ୍ତି ! ମାସ୍କ, ସାମାଜିକ ଦୂରତ୍ୱ ଏବଂ ହାତ ଧୋଇବା ଅଭ୍ୟାସ ଦ୍ୱାରା ଏହି ଭୟଙ୍କର ମହାମାରୀର ପ୍ରଭାବକୁ ପ୍ରତିହତ କରାଯାଇ ପରିବ ।
ଆଇପିଏସ ନିଲୁ ୧୫ ମେ’ରେ ଏହି ଟ୍ୱିଟ କରିଥିଲେ । ଏହା ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ମଧ୍ୟ ଲାଗିଛି ।
Comments are closed.