ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଧରାଗଲା ୫୦ ଟି ଭୋଲା ମାଛ, ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା

Share It

କୋଲକାତା, ୧୭ ସେପ୍ଟେମ୍ବର :  ପଶ୍ଚିମ ବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାର ରାଇଡିଘି ଘାଟ ନିକଟରେ ଏକ ଅସାଧାରଣ ମାଛ ଧରା ଘଟଣା ଦେଖିବାକୁ ମିଳିଛି। ଏଠାରେ ମତ୍ସ୍ୟଜୀବୀମାନେ ‘ପ୍ରିୟଙ୍କା’ ନାମକ ଟ୍ରଲର ମାଧ୍ୟମରେ ପ୍ରାୟ ୫୦ଟି ଭୋଲା ମାଛ ଧରିଛନ୍ତି, ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ଅନୁମାନ କରାଯାଉଛି।

ଧରାଯାଇଥିବା ମାଛଗୁଡ଼ିକ ମଧ୍ୟରୁ ଅନେକ ଜାଲରେ ଫସି ଯାଇଥିଲେ, ଯଦିଓ ଜାଲ ଭାରୀ ହେବାରୁ କିଛି ମାଛ ପଡ଼ିଯାଇଥିଲା। ତଥାପି ମତ୍ସ୍ୟଜୀବୀମାନେ ମାଛଗୁଡ଼ିକୁ ସୁରକ୍ଷିତ ଭାବରେ ରାଇଡିଘି ଘାଟକୁ ଆଣି, ତାହାପରେ ଡାଇମଣ୍ଡ ହାର୍ବର ନାଗେନ୍ଦ୍ର ବଜାରକୁ ନେଇଯାଇ ବିକ୍ରି କରିଛନ୍ତି।

 


Share It

Comments are closed.