ବର୍ଷକରେ ୩୨ହଜାର ମହିଳା ବିରୋଧୀ ହିଂସା

Share It

ଭୁବନେଶ୍ୱର,୨୩/୦୩:ସାମ୍ନାକୁ ଆସିଲା 2025 ର ମହିଳା ବିରୋଧୀ ଅପରାଧର ତଥ୍ୟ।ଗୋଟିଏ ବର୍ଷରେ 32 ହଜାର 687 ମହିଳା ବିରୋଧୀ ହିଂସା ପଞ୍ଜିକୃତ ହୋଇଛି।ଗୃହରେ ୨୦୨୫ ମସିହାର ମହିଳା ବିରୋଧୀ ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ।

ତଥ୍ୟ ଅନୁସାରେ, 7378 ଜଣ ମହିଳାଙ୍କୁ ଅପହରଣ କରାଯାଇଥିଲା। ସେହିପରି 7382 ଅସଦାଚରଣ, 1183 ଯୌନ ନିର୍ଯ୍ୟାତନା, 5419 ଅଣ ଯୌତୁକ ଜନିତ ନିର୍ଯାତନା, 4361 ଯୌତୁକଜନିତ ନିର୍ଯାତନା ସାମିଲ ଅଛି। 2994 ଧର୍ଷଣ ମାମଲା ରୁଜୁ ହୋଇଛି।ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତରରୁ ସ୍ପଷ୍ଟ।


Share It

Comments are closed.