ଆରପାରିରେ ବିଶିଷ୍ଟ ଅଭିନେତା ‘ବିଜୁ ଖୋଟେ’


ବଲିଉଡର ସବୁଠାରୁ ଲୋକପ୍ରିୟ କଳାକାର ତଥା ‘ସୋଲେ’ ଫିଲ୍ମରେ କାଲିଆ ଭୂମିକା ନିର୍ବାହ କରିଥିବା ବିଶିଷ୍ଟ ଅଭିନେତା ‘ବିଜୁ ଖୋଟେ’ଙ୍କ ଆଜି ପରଲୋକ ଘଟିଛି । ମିଳିଥିବା ସୂଚନା ମୁତାବକ ‘ଖୋଟେ’ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ବିଜୁଙ୍କ ନିଧିନ ପରେ ବର୍ତ୍ତମାନ ବଲିଉଡରେ ଶୋକର ବାର୍ତ୍ତା ଛାଇ ଯାଇଛି ।
ପ୍ରକାଶ ଥାଉକି, ବିଜୁ ହିନ୍ଦୀ ଫିଲ୍ମ ସମେତ ମରାଠୀରେ ୩୦୦ରୁ ଉର୍ଦ୍ଧ ଅନେକ ଫିଲ୍ମ ପ୍ରସ୍ତୁତ କରିସାରିଛନ୍ତି । ସେ ୧୯୬୪ରେ ବଡ ପରଦାରେ ପାଦିି ଥାପିଥିବାବେଳେ ସେ ବଲିଉଡକୁ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି । ବିଜୁଙ୍କୁ ଖିଲାଡି ୪୨୦, ଅଜବ ପ୍ରେମ କି ଗଜବ କାହାଣୀ, ହଲ୍ଲା ବୋଲ, ମନି ହେ ହନି ହେ, ଶରାରତ, ସୋଲେ ଭଳି ଅନେକ ହିଟ ଫିଲ୍ମରେ କାମ କରିସାରିଛନ୍ତି ।


Share It

Comments are closed.