UPSC ୨୦୧୯ ଫଳାଫଳ: ଶ୍ରେଷ୍ଠ ୧୦ ତାଲିକାରେ ଓଡିଶାରୁ ଦୁଇଜଣ


ସମଗ୍ର ଓଡିଶାର ଲୋକଙ୍କ ପାଇଁ ଅତ୍ୟଧିକ ଗର୍ବର ବିଷୟ। ଓଡିଶାର ଦୁଇଜଣ ପ୍ରାର୍ଥୀ ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୧୯ ର ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଛନ୍ତି, ଯାହାର ଫଳାଫଳ ମଙ୍ଗଳବାର ଅର୍ଥାତ ଆଜି ଘୋଷଣା କରାଯାଇଛି।

ଅଭିଷେକ ସରାଫ ଅଷ୍ଟମ ସ୍ଥାନ ହାସଲ କରିଥିବାବେଳେ ସଞ୍ଜିତା ମହାପାତ୍ର ଶ୍ରେଷ୍ଠ ଦଶ ମାନ୍ୟତା ତାଲିକାରେ ଦଶମ ସ୍ଥାନ ହାସଲ କରିଛନ୍ତି। ଟପ ଟେନ ମାନ୍ୟତାର ତାଲିକା ଏଠାରେ ଅଛି:
୧.ପ୍ରଦୀପ ସିଂ
୨.ଜାତିନ କିଶୋର
୩.ପ୍ରତୀକ ଭର୍ମା
୪.ହିମାଂଶୁ ଜୈନ
୫.ଜୟଦେବ ସି ଏସ
୬.ବିଶାଖା ଯାଦବ
୭.ଗଣେଶ କୁମାର ଭାସ୍କର
୮.ଅଭିଷେକ ସରାଫ
୯. ରବି ଜୈନ
୧୦. ସଞ୍ଜିତା ମହାପାତ୍ର

ଅଭିଷେକ ସରଫ ଏବଂ ସଞ୍ଜିତା ମହାପାତ୍ରଙ୍କ ବ୍ୟତୀତ ଅଂଶୁମାନ ରାଜ (୧୦୭), ଅନୁପ ଦାସ (୧୨୦), ଶୈଳଜା ଦାସ (୧୯୦), ରାହୁଲ ମିଶ୍ର (୨୦୨), ହେମା ନାୟକ (୨୨୫), ଆରୁଷୀ ମିଶ୍ର (୨୨୯), ଆଶିଷ ଦାସ (୨୯୧), ଅଙ୍କିତ ଶଙ୍କର ମିଶ୍ର (୨୯୪), ସୋନାଲି ମିଶ୍ର (୩୦୦), ଦିବ୍ୟା ମିଶ୍ର (୩୧୩), ଅର୍ଗାନୀୟ ପଟ୍ଟନାୟକ (୩୬୧) ଏବଂ ଜୁବିନ ମହାପାତ୍ର (୩୭୯) ମଧ୍ୟ ଏହି ପରୀକ୍ଷାରେ ଉତୀର୍ଣ୍ଣ କରିଛନ୍ତି।


Share It

Comments are closed.