ସ୍ୱର୍ଗତ ସୁଶୀଳା ଦେବୀ ଜଣେ ମହୀୟସୀ ଓ ସ୍ନେହୀ ସ୍ୱଭାବର ମହିଳା ଥିଲେ – ଧର୍ମେନ୍ଦ୍ର ପ୍ରଧାନ


କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ରାଜଭବନ ଠାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସାକ୍ଷାତ୍ କରିବା ସହ ରାଜ୍ୟପାଳଙ୍କ ଧର୍ମପତ୍ନୀ ସ୍ୱର୍ଗତ ସୁଶୀଳା ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ସ୍ୱର୍ଗତ ସୁଶୀଳା ଦେବୀ ଜଣେ ମହୀୟସୀ ଓ ସ୍ନେହୀ ସ୍ୱଭାବର ମହିଳା ଥିଲେ । ତାଙ୍କର ବିୟୋଗ ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି । ରାଜ୍ୟପାଳଙ୍କ ସମସ୍ତ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କଲି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।


Share It

Comments are closed.