ମିଷ୍ଟାନ୍ନ ପ୍ରସ୍ତୁତ କରିବା ଲାଗି ମୋଦିକେୟାରର ରୋଷେଇ ସାମଗ୍ରୀ


ଭୁବନେଶ୍ୱର: ରାଖୀ ପୂର୍ଣ୍ଣିମା ପାଳନ କରାଯାଇଥିବା ବେଳେ ଏହା ହେଉଛି ମିଷ୍ଟାନର ସମୟ। ପାଟିରୁ ଲାଳ ଗଡ଼ିବା ଭଳି ଭୋଜନ ରୋଷେଇ କରିବା ଲାଗି ଯାହା ସବୁଠୁ ନିହାତି ଦରକାର ତାହା ହେଉଛି ଉପଯୁକ୍ତ ଉପାଦାନ। ଏଠାରେ ମୋଦିକେୟାର ଲିିମିଟେଡ୍ ପକ୍ଷରୁ କିଛି ରୋଷେଇ ସାମଗ୍ରୀ ବିଷୟରେ ସୂଚନା ଦିଆଯାଇଛି ଯାହା ଆପଣଙ୍କ ଉତ୍ସବ ସମୟକୁ ଖୁସିମୟ କରିପାରିବ। ଏହି ଜିନିଷଗୁଡ଼ିକୁ ବ୍ୟବହାର କରି ଆପଣମାନେ ବିଭିନ୍ନ ପାରମ୍ପରିକ ଓ ସମସାମୟିକ ମିଷ୍ଟାନ୍ନ ପ୍ରସ୍ତୁତ କରିପାରିବେ ଏବଂ ନିଜ ପରିବାର ଓ ପ୍ରିୟଜନଙ୍କ ମୁହଁ ମିଠା କରିପାରିବେ।

ଆପଣମାନଙ୍କ ପାଇଁରହିଛି ପ୍ୟାଟେଂଟ୍ ହୋଇଥିବା ରସାୟନ ମୁକ୍ତ ସୌଲ ଫ୍ଲେଭର୍ ଆକ୍ଟିଭ୍ ରାଇସ୍ ବ୍ରାନ୍ ତେଲ ଯାହାକୁ ଭିଟାମିନ୍ ଏ ସହ ଫୋର୍ଟିଫାଏ କରାଯାଇଥିବା ବେଳେ ସେଥିରେ ଭିଟାମିନ୍ ଡି ମଧ୍ୟ ରହିଛି। ଓମେଗା-୩ ଓ ଟ୍ରାନ୍ସ ଫ୍ୟାଟ୍ ମଧ୍ୟ ସେଥିରେ ବ୍ୟବହାର କରାଯାଇଛି। ଏଥିରେ ୫୦ ପ୍ରତିଶତ ଅଧିକ ଓରିଜୋନାଲ୍ ରହିଛି ଯାହା ଏକ ଶକ୍ତିଶାଳୀ ଜୀବାଣୁନାଶକ ଭାବ କାମ କରି କୋଲେଷ୍ଟ୍ରଲ୍‌କୁ କମ୍ କରେ। ଡବ୍ଲୁଏଚ୍‌ଓ ଓ ଏନ୍‌ଆଇଏନ୍ ମାନଦଣ୍ଡ ଆଧରରେ ପ୍ରସ୍ତୁତ ଏହି ତେଲର ୧ ଲିଟର ପ୍ୟାକ୍ ଦାମ୍ ୨୧୦ ଟଙ୍କା ରହିଛି।
ମିଷ୍ଟାନ୍ନ ପ୍ରସ୍ତୁତିରେ ବ୍ୟବହାର ହୋଇପାରିବା ଭଳି ଆଉ ଏକ ଉପାଦାନ ହେଉଛି ସୌଲ୍ ଫ୍ଲେଭର୍ ଗାଈ ଘିଅ। ଏଥିରେ ଓମେଗା ୩ ଓ ୬ ହିଥିବା ବେଳେ ଭିଟାମିନ୍ ଏ, ଇ କେ ରହିଛି ଯାହା ସୁସ୍ଥକର ସ୍ୱାସ୍ଥ୍ୟ ବଜାୟ ରଖିବା ଲାଗି ଜରୁରୀ। ଏହାର ୧ ଲିଟର ପ୍ୟାକ୍‌ର ଦାମ୍ ୭୬୫ ଟଙ୍କା ରହିଛି।

ମୋଦିକେୟାରର ସୌଲ ଫ୍ଲେଭର୍ସ ବାସମତି ଚାଉଳଲମ୍ବା ହୋଇଥିବା ବେଳେ ନନ୍ ଷ୍ଟିକି ଓ କୋମଳ। ସୁସ୍ୱାଦୁ ଭୋଜନ ତିଆରି କରିବା ଲାଗି ଏହା ବେଶ୍ ଜରୁରୀ। ଏହାର ୧ କେଜି ପ୍ୟାକ୍‌ର ଦାମ୍ ୨୩୦ ଟଙ୍କା ଥିବା ବେଳେ ୫ କେଜି ପ୍ୟାକ୍‌ର ଦାମ୍ ୧୦୩୫ ଟଙ୍କା ରହିଛି।

ସୌଲ ଫ୍ଲେଭର୍ସ ଅଲ୍ ନାଚୁରାଲ୍ ଷ୍ଟେଭିଆ ପାଉଡର୍‌ର ସ୍ୱାସ୍ଥ୍ୟ ସଚେତନ ଲୋକମାନଙ୍କ ଲାଗି ବେଶ ଉପଯାଗୀ। ଏହି ପାଉଡର ହେଉଛି ଗିଲ୍‌ଟ-ମୁକ୍ତ ଉପାଦାନ ପାଇଁ ଏକ ବିକଳ୍ପ। ପାରମ୍ପରିକ ଚିନିର ଏହା ବିକଳ୍ପ ଭାବେ ଉଭା ହୋଇଛି। ଏହାର ୨୦୦ ଗ୍ରାମ୍ ପ୍ୟାକ୍‌ର ଦାମ୍ ହେଉଛି ୪୯୦ ଟଙ୍କା।

ସୌଲ ଫ୍ଲେଭର୍ସ କାଶ୍ମିରୀ କେସର୍‌ର ୧ କେଜି ପ୍ୟାକ୍‌ର ଦାମ୍ ୭୭୫ ଟଙ୍କା ରହିଛି। ଏହା ସୁଗନ୍ଧଯୁକ୍ତ ହୋଇଥିବା ବେଳେ କାଶ୍ମୀର ଉପତ୍ୟାକାରୁ ଏହାକୁ ସଂଗ୍ରହ କରାଯାଇଛି। ଏଥିରେ କୌଣସି କୃତ୍ରିମ ଉପାଦାନ କିମ୍ବା ରଙ୍ଗ ବ୍ୟବହାର କରାଯାଇନାହିଁ।

ଭୋଜନ ପ୍ରସ୍ତୁତିରେ ଆପଣମାନେ ସୌଲ ଫ୍ଲେଭର୍ସ କଚି ଘନି କୋଲ୍ଡ ପ୍ରେସଡ୍ ସୋରିଷ ତେଲ ବ୍ୟବହାର କରିପାରିବେ। ହାର ୧ ଲିଟର ପ୍ୟାକ୍‌ର ଦାମ୍ ହେଉଛି ୨୧୦ ଟଙ୍କା।
ଗ୍ରାହକମାନେ ସାରା ଦେଶରେ ଥିବା ମୋଦିକେୟାର ଉପଦେଷ୍ଟାମାନଙ୍କ ଜରିଆରେ ଏହି ସମସ୍ତ ଜିନିଷ କିଣିପାରିବେ।


Share It

Comments are closed.