ଅସହାୟଙ୍କୁ ମାସ୍କ ଏବଂ ଶୁଖିଲା ଖାଦ୍ୟ କରି ନବୀନଙ୍କ ଜନ୍ମଦିନ ପାଳିଲେ ଯୁବ ନେତା


ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିନ ଅବସରରେ କଟକସ୍ଥିତ ଦେଉଳ ସାହି ୱାର୍ଡ ନମ୍ବର ରେ କଟକ ବାରବାଟୀର ପୂର୍ବତ୍ତନ ବିଧାୟକ ତଥା ଜିଲ୍ଲା ସଭାପତି ଶ୍ରୀ ଦେବାଶିଷ ସାମନ୍ତରାୟ ଏବଂ ଯୁବ ପ୍ରତିଭାର ପ୍ରତୀକ ବିଜୁ ଜନତା ଦଳର ଲୋକପ୍ରିୟ ନେତା ଶ୍ରୀ ଅରିନ୍ଦନ ରୟଙ୍କ ମାସ୍କ ଏବଂ ଶୁଖିଲା ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମକୁ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ କର୍ମୀ ଶ୍ରୀ ରମେଶ ସେଠୀଙ୍କ ତତ୍ତ୍ୱାବୋଧନାରେ ପରିଚାଳିତ ହୋଇଥିବାବେଳେ ଅନ୍ୟମାନଙ୍କ ମାନଙ୍କ ମଧ୍ୟରେ କାର୍ତ୍ତିକ ସେନାପିତ, ମଳୟ ସେଠୀ, ଦେବାଶିଷ ସେଠୀ, ଦୀପକ ସେଠୀ, ବିଜୁ ଯୁବ ବାହିନୀର ସଭାପତି ଶ୍ରୀ ଦିଲ୍ଲୀପ ସେଠୀ, ସନ୍ଦିପ ସେଠୀ ଏବଂ ପିଣ୍ଟନ ନାୟକ ତାଙ୍କୁ ସହଯୋଗ କରିଥିଲେ ।


Share It

Comments are closed.