ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ତିନିଟି ନୂଆ ଫଣ୍ଡର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ତିନିଟି ନୂଆ ଫଣ୍ଡ ଉନ୍ମୋଚନ କରାଯାଇଛି। ଭାରତର ଅଭିବୃଦ୍ଧି ଓ ବିଶ୍ୱ ପ୍ରଯୁକ୍ତି ଦୁନିଆରେ ହେଉଥିବା ଉନ୍ନତିର ଲାଭ ଏହା ନିବେଶକମାନଙ୍କ ପାଖରେ ପହଂଚାଇବ। ଏଥି ସହିତ ଟାଟା ଏଆଇଏର ୟୁନିଟ…
