NMACC ସଂଗ୍ରହାଳୟରେ ରଖାଯାଇଛି ସୋନମ କପୁରଙ୍କ ବିବାହ ଲେହେଙ୍ଗା, ଜାଣନ୍ତୁ ଏହାର ବିଶେଷତ୍ୱ?
ଭାରତର ପ୍ରଥମ ମଲ୍ଟି ଆର୍ଟ ସେଣ୍ଟର 'ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର' ୩୧ ମାର୍ଚ୍ଚ ୨୦୨୩ ରେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଆରମ୍ଭ କରାଯାଇଥିଲା। ଭାରତ ତଥା ବିଦେଶର ସେଲିବ୍ରେଟମାନେ ଏହି ସାଂସ୍କୃତିକ କେନ୍ଦ୍ରର ଉନ୍ମୋଚନ ପାର୍ଟୀରେ ଯୋଗଦେବାକୁ ଆସିଥିଲେ। ଏହି…