ଏହି କାରଣରୁ ପୁଅ ରଣବୀର କପୁରଙ୍କ ସହ ଏକାଠି ରହୁନାହାଁନ୍ତି ନିତୁ କପୁର, ନିଜେ କଲେ ଖୁଲାସା
ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ବଲିଉଡ ଅଭିନେତ୍ରୀ ନୀତୁ କପୁର ଅନେକ ପ୍ରସଙ୍ଗରେ କହିଛନ୍ତି। ସେ ନିଜ ପିଲାମାନଙ୍କଠାରୁ କାହିଁକି ଅଲଗା ରୁହନ୍ତି ସେ ମଧ୍ୟ ବୁଝାଇଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ ସେ ଚାହାଁନ୍ତି ଯେ ତାଙ୍କ ପିଲାମାନେ ସେମାନଙ୍କ ଜୀବନରେ ସେଟଲ ହୁଅନ୍ତୁ। ପ୍ରକାଶଥାଉ ଯେ…