Browsing Tag

manoranjan-latest

ମା’ଙ୍କ ପସନ୍ଦରେ ଅଭିନୟ ଦୁନିଆକୁ ଆସିଥିଲେ ସିଦ୍ଧାର୍ଥ, ଏହି ସିରିଏଲ୍ ଦେଇଥିଲା ପରିଚୟ

ବଲିଉଡ୍ ଜଗତରୁ ବହୁତ ଦୁଃଖଦ ଖବର ସାମ୍ନାକୁ ଆସିଛି । ବିଗ୍ ବସ୍ ୧୩ ବିଜେତା ତଥା ଜଣାଶୁଣା ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏହି ଦୁନିଆରେ ଆଉ ନାହାଁନ୍ତି । ସିଦ୍ଧାର୍ଥ ମାତ୍ର ୪୦ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ସିଦ୍ଧାର୍ଥ ଏହି ଦୁନିଆରେ ଆଉ ନାହାଁନ୍ତି ବୋଲି କେହି…

ୟୁଟ୍ୟୁବରେ ୫୦୦ ମିଲିୟନ ଭ୍ୟୁ ଅତିକ୍ରମ କଲା ବାଦଶାହଙ୍କ ପାନି ପାନି ସଙ୍ଗ

ସୁପଟହିଟ୍ ରାପର ବାଦଶାହ ଏବଂ ବଲିଉଡର ଚୁଲବୁଲି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଗୀତ ‘ପାନି-ପାନି’ ଇଣ୍ଟରନେଟର୍ ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି ।‘ଗେନ୍ଦା ଫୁଲ’ ଗୀତର ସଫଳତା ପରେ ଉଭୟ କଳାକାରଙ୍କର ଏବେ ଏହି ଗୀତ ହିଟ୍‌ ହେବାରେ ଲାଗିଛି। ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ…

ରିଆଲିଟି ସୋ ହୋଷ୍ଟ କରିବା ପାଇଁ ଏତେ ମୋଟା ରକମ ନିଅନ୍ତି ଏହି ଷ୍ଟାର, ସଲମାନଙ୍କ ଫି ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ୍

ଆମେ ସମସ୍ତେ ଟିଭି ରିଆଲିଟି ସୋ ଦେଖି ଦେଖି ବଡ ହୋଇଛୁ | ଯେପରି ପ୍ରତିଯୋଗୀମାନେ ସେମାନଙ୍କ ପ୍ରତିଭା ସହିତ ଆମକୁ ମନୋରଞ୍ଜନ କରନ୍ତି, ଶୋ’ର ହୋଷ୍ଟ ମଧ୍ୟ ଆମକୁ ମନୋରଞ୍ଜନ କରିବା ପାଇଁ କୌଣସି ପ୍ରୟାସ ଛାଡି ନାହାଁନ୍ତି | କିମ୍ବା ଏହା ପରିବର୍ତ୍ତେ, ଏହି ହୋଷ୍ଟଗୁଡିକ ବିନା ରିୟଲିଟି ସୋ…

ବିଗବସ ଓଟିଟିରେ ଲାଗିବ ବୋଲ୍ଡନେସର ତଡ଼କା, ଏଣ୍ଟ୍ରି କରିବେ ଟେଲି ଜଗତର ବୋଲ୍ଡ ଅଭିନେତ୍ରୀ ନିଆ ଶର୍ମା

ଟେଲି ଦୁନିଆର ବୋଲ୍ଡ ଅଭିନେତ୍ରୀ ନିୟା ଶର୍ମା ତାଙ୍କର ହଟନେସ୍ ପାଇଁ ଖୁବ୍ ଚର୍ଚ୍ଚାରେ ରୁହନ୍ତି । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରହୁଥିବା ନିୟାଙ୍କର ଅନେକ ଫ୍ୟାନ୍ସ ଫଲୋର୍ସ ଅଛନ୍ତି । ନିୟାଙ୍କର ବୋଲ୍ଡ ଅନ୍ଦାଜରେ ସମସ୍ତଙ୍କୁ ଦିୱାନା କରିଦିଅନ୍ତି । ତେବେ ନିୟାଙ୍କର ବିଗବସ୍ ରେ…

ଅଜବ ଗଜବ : ମନି ହେଇଷ୍ଟ ୱେବ ସିରିଜ ଦେଖିବା ପାଇଁ କର୍ମଚାରୀଙ୍କୁ ଛୁଟି ଦେଲା ଏହି କମ୍ପାନୀ

ନେଟଫ୍ଲିକ୍ସର ସବୁଠାରୁ ଲୋକପ୍ରିୟ ତଥା ହିଟ୍ ସୋ ‘ମନି ହାଇଷ୍ଟ’ ସିଜନ୍-୫ ସହିତ OTT ପ୍ଲାଟଫର୍ମରେ ପୁଣି ଥରେ ରିଲିଜ୍ ହେବାକୁ ପ୍ରସ୍ତୁତ । ଏହାର ଜବରଦସ୍ତ କ୍ରେଜ୍ ଦର୍ଶକଙ୍କ ମଧ୍ୟରେ ଦେଖାଯାଉଛି । ଏହା ଏହି ୱେବ୍ ସୋ’ର ଶେଷ ସିଜିନ୍ ହେବାକୁ ଯାଉଛି। ଦର୍ଶକମାନେ ଏହାକୁ ନେଇ ବହୁତ…

ଦିନଥିଲା ହୋଟେଲରେ ୱେଟର ଭାବେ କାମ କରୁଥିଲେ ଏହିସବୁ ଅଭିନେତା, ଆଜି ବଲିଉଡରେ କରୁଛନ୍ତି ରାଜ

ମୁମ୍ବାଇକୁ ସ୍ୱପ୍ନର ସହର କୁହାଯାଏ । ପ୍ରତିବର୍ଷ ଏଠାକୁ ବହୁ ସଂଖ୍ୟକ ଯୁବକ ବଲିଉଡରେ ଷ୍ଟାର ହେବାର ସ୍ୱପ୍ନ ନେଇ ଆସନ୍ତି । କୌଣସି ଗଡଫାଦରଙ୍କ ବିନା ବଲିଉଡରେ କାର୍ଯ୍ୟ କରୁଥିବା ଅଭିନେତାମାନଙ୍କୁ ନିଜର ପରିଚୟ ସୃଷ୍ଟି କରିବାକୁ ଦୀର୍ଘ ସମୟ ସଂଘର୍ଷ କରିବାକୁ ପଡିଛି । ଆଜି ଆମେ ସେହି…

ତାଲିବାନର କବଜାକୁ ନେଇ ଚିନ୍ତା ପ୍ରକଟ କଲେ ସଲମାନ ଖାନଙ୍କ ଆଫଗାନ ହିରୋଇନ ୱାରିନା ହୁସେନ୍

ତାଲିବାନ ଶାସନର ଆଗମନ ସହିତ ଆଫଗାନିସ୍ତାନରେ ପରିସ୍ଥିତି ବର୍ତ୍ତମାନ ଭୟଙ୍କର ହୋଇପଡ଼ିଛି । ଦିନକୁ ଦିନ ସେଠାରେ ପରିସ୍ଥିତି ଖରାପ ହେବାରେ ଲାଗିଛି। ଆଫଗାନିସ୍ତାନରେ ସରକାର ଗଠନ ହେବା ପୂର୍ବରୁ ତାଲିବାନ ନିଜର ରଙ୍ଗ ଦେଖାଇବା ଆରମ୍ଭ କରିଛି । ତାଲିବାନୀମାନେ ସବୁଆଡେ ନିଜର ମନମୁଖୀ କାର୍ଯ୍ୟ…

କେଜ୍ରିୱାଲ ସରକାରଙ୍କ ‘ଦେଶ କା ମେଣ୍ଟର’ କାର୍ଯ୍ୟକ୍ରମ ପାଇଁ ବ୍ରାଣ୍ଡ ଆମ୍ବାସାଡର ହେଲେ ସୋନୁ ସୁଦ

ଶୁକ୍ରବାର ଦିନ 'ଦେଶ କା ମେଣ୍ଟର' କାର୍ଯ୍ୟକ୍ରମ ପାଇଁ ଲୋକପ୍ରିୟ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଏଏପି ସରକାର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପଦକ୍ଷେପ ଅନୁଯାୟୀ ଛାତ୍ରମାନେ…

କେବିସିରେ ୧ କୋଟି ଜିତିଲେ ହିମାନୀ ବୁନ୍ଦଲା, ଏବେ ୭ କୋଟି ଟଙ୍କା ପ୍ରଶ୍ନ ଜିତିଲେ ହୋଇଯିବେ ବିଜେତା

ଅମିତାଭ ବଚ୍ଚନଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ଗେମ୍ ସୋ’ ‘କୋନ୍ ବନେଗା କରୋଡପତି ୧୩’ର ପ୍ରିମିୟର୍ ଅଗଷ୍ଟ ୨୩ ରେ ହୋଇଥିଲା । ସୋ’ର ୧୩ ତମ ସିଜନର ପ୍ରଥମ କରୋଡପତି ମିଳିଯାଇଛନ୍ତି । କେବିସି ୧୩ ର ପ୍ରୋମୋରେ ଦେଖାଯାଇଛି ଯେ ଜଣେ ଦିବ୍ୟାଙ୍ଗ ପ୍ରତିଯୋଗୀ ହିମାନୀ ବୁନ୍ଦେଲା ୧ କୋଟି ଟଙ୍କା…

ବଡିସେମିଙ୍ଗର ଶିକାର ହେଲେ ବାହୁବଳୀ ଷ୍ଟାର, ସପୋର୍ଟରେ ବାହାରିଲେ ଫ୍ୟାନ୍ସ

ସୋସିଆଲ ମିଡିଆରେ ଅଭିନେତା କିମ୍ବା ଅଭିନେତ୍ରୀଙ୍କୁ ବଡି ସେମ୍ କରାଯିବା ପ୍ରାୟତଃ ଦେଖାଯାଏ । ନିକଟରେ ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ସାଉଥ୍ ସୁପରଷ୍ଟାର ପ୍ରଭାସ, ଯାହାଙ୍କ ଫଟୋ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଡ୍ୟାନ୍ସ ରିହର୍ସାଲରୁ ଫେରୁଥିବା ବେଳେ ପ୍ରଭାସଙ୍କ ଏକ ଫଟୋ…