ବିଶାଲଙ୍କ ସହ ନିର୍ବନ୍ଧକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ଦେବୋଲିନା ଭଟାଚାର୍ଯ୍ୟ
ଲୋକପ୍ରିୟ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ତଥା ଗୋପି ବହୁ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ବୟଫ୍ରେଣ୍ଡ ବିଶାଲ୍କୁ ନେଇ । ନିକଟରେ ସେ ନିଜର ସୋସିଆଲ୍ ମିଡିଆରେ ସାଇଟ୍ ରେ ଏପରି ଏକ ପୋଷ୍ଟ୍ କରିଥିଲେ ଯେଉଁଥିରେ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି…