ସ୍ମରଣ ଶକ୍ତି ବଢାଇବା ସହ କର୍କଟ ଭଳି ରୋଗରୁ ମୁକ୍ତି ଦେଇଥାଏ ଏହି ଜିନିଷ, ଡାଏଟରେ କରନ୍ତୁ ସାମିଲ
ଅଶ୍ୱଗନ୍ଧା, ଏହି ନାଁ ଆପଣ ଅନେକ ଥର ଶୁଣିଥିବେ। ଏହା ଏକ ପ୍ରକାର ଜଡିବୁଟି। ଅନେକ ରୋଗର ଉପଶମ ପାଇଁ ଏହାକୁ ଔଷଧ ରୂପେ ବ୍ୟବହାର କରାଯାଏ। ତେବେ ଆପଣ ଭାବୁଥିବେ ଅଶ୍ୱଗନ୍ଧା କଣ, ଏହାର କଣ କଣ ସବୁ ଔଷଧୀୟ ଗୁଣ ଅଛି ଆସନ୍ତୁ ଜଣିବା।
ପୋଟାପଣ କମ୍ କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ।…