ଆପଣ ମଧ୍ୟ ଏହି ସମୟରେ ଖାଦ୍ୟ ଖାଇବା ର ଭୁଲ କରୁନାହାନ୍ତି ତ?
ଦୈନନ୍ଦିନ ଜୀବନରେ କର୍ମବ୍ୟସ୍ତତା ମଧ୍ୟରେ ଅଧିକାଂଶ ଲୋକେ ସଠିକ ସମୟରେ ଖାଦ୍ୟ ସେବନ କରି ନଥାଆନ୍ତି। ଅନେକ ଟିଭି ଦେଖି ଦେଖି ଖାଦ୍ୟ ଖାଇ ଥାଆନ୍ତି। ସେହିପରି ବହୁ ଲୋକେ ବିଳମ୍ବିତ ରାତିରେ ଖାଦ୍ୟ ଖାଇଥାଆନ୍ତି। କିଛି ଲୋକେ ବିଳମ୍ବିତ ରାତିରେ ଖାଦ୍ୟ ଖାଇବାକୁ ହୋଟେଲ ଯାଇଥାଆନ୍ତି। ମାତ୍ର…