କମଳା ଖାଇବା ପରେ ଚୋପା ନ ଫିଙ୍ଗି ଏହାକୁ ଏଭଳି ଉପାୟରେ ପୁଣି କରିପାରିବେ ବ୍ୟବହାର
ଆମ ଦେଶରେ କମଳା ଉତ୍ପାଦନ ଅଧିକ ହୋଇଥାଏ । ଏହି ଫଳକୁ ଅତି ଉତ୍ସାହର ସହ ଖିଆଯାଇଥାଏ । ଏହାର ଖଟା-ମିଠା ସ୍ବାଦ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଏଥିରେ ଥିବା ଭିଟାମିନ୍ ସି, କ୍ୟାଲସିୟମ୍ ଏବଂ ଫୋଲେଟ୍ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହାର ଭିତରର ଫଳକୁ ତ ଆମେ ଖାଇଥାଉ କିନ୍ତୁ ଏହାର…