ତାତିରୁ ମିଳିବ ଆଶ୍ୱସ୍ତି: ଆସନ୍ତା ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ
ରାଜ୍ୟରେ ଦିନକୁ ଦିନ ଅସହ୍ୟ ହୋଇପଡ଼ିଲାଣି ତାତି । ତାପମାତ୍ରା ବଢିବା କାରଣରୁ ଜନଜୀବନ ହୋଇପଡିଛି ଅସ୍ତବ୍ୟସ୍ତ। ସତେ ଯେପରି ତତଲା କଡ଼େଇ ରେ ସିଜୁଛି ପୂରା ରାଜ୍ୟ। ରାଜ୍ୟର ବିଭିନ୍ନ ସହରରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । କିନ୍ତୁ ଏସବୁ ମଧ୍ୟରେ ଆସ୍ବସ୍ତିକର ଖବର ଆଣିଛି…