ପୂର୍ବତନ ପତ୍ନୀ କିରଣଙ୍କ ସହ ଏପରି ଗେଟ୍ଅପରେ ନଜର ଆସିଲେ ଆମିର ଖାନ: ଫଟୋ ଦେଖି ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆରେ ଆମିରଙ୍କ ନୂଆ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ତାଙ୍କ କମ୍ପାନୀ ଆମୀର ଖାନ ପ୍ରଡକ୍ସନ୍ସର ଅଫିସରେ ପୂଜା କରୁଥିବା ଦେଖିବାକୁ ମିଳିଛି। 'ଲାଲ ସିଂ ଚଢା'ର ନିର୍ଦ୍ଦେଶକ ଅଦ୍ୱିତ ଚନ୍ଦନ ଇନଷ୍ଟାଗ୍ରାମରେ ପୂଜାର ଚିତ୍ର ସେୟାର କରିଛନ୍ତି ଯେଉଁଥିରେ ଆମୀର କଳସ ପୂଜା…