କଲରା ସହିତ ଏହିସବୁ ଜିନିଷର ସେବନକୁ କରନ୍ତୁ ବାରଣ
ପ୍ରାୟତ ବଡମାନେ ତାଜା ପନିପରିବା ଖାଇବାକୁ ପରାମର୍ଶ ଦିଅନ୍ତି | ପନିପରିବା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ | ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ ଏବଂ ଅନେକ ରୋଗକୁ ରୋକାଯାଇଥାଏ | ପୁଷ୍ଟିକର ପନିପରିବା ମଧ୍ୟରେ କଲରାକୁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଏ | ଓଜନ ହ୍ରାସ କରିବା…