Avatar The Way of Water:ତିନି ଘଣ୍ଟାରୁ ଅଧିକ ଲମ୍ବା ସମୟର ଏହି ଫିଲ୍ମକୁ କାହିଁକି ପସନ୍ଦ କରିବେ ଦର୍ଶକ, ଜାଣନ୍ତୁ…
ଆଜି ଯେତେବେଳେ ଅଢେଇ ଘଣ୍ଟାର ବଲିଉଡ ଫିଲ୍ମ ଦେଖିବା ପାଇଁ ବହୁତ ସାହସ ଦରକାର ହୁଏ, ସେହି ଯୁଗରେ, ତିନି ଘଣ୍ଟାରୁ ଅଧିକ ସମୟ ଧରି ଏକ ଫିଲ୍ମ ଆସିଯାଇଛି | ତେବେ ପ୍ରଶ୍ନ ଉଠୁଛି ଦର୍ଶକମାନେ ଏହାକୁ ଦେଖି କ୍ଲାନ୍ତ ହେବେ କି ବିରକ୍ତ ହେବେ? ତେଣୁ ଉତ୍ତରଟି ଅବଶ୍ୟ ନାଁ ହେବ | ପ୍ରାୟ ସାଢେ ତିନି…