ବାସ୍ତୁ ଶାସ୍ତ୍ରରେ କଦଳୀ ଗଛର ରହିଛି ବିଶେଷ ମହତ୍ତ୍ଵ: ଏହା ବଦଳାଇପାରେ ଆପଣଙ୍କ ଭାଗ୍ୟ
ହିନ୍ଦୁ ଧର୍ମରେ ବୃକ୍ଷ ଲତାଙ୍କର ଖୁବ ମହତ୍ତ୍ୱ ରହିଛି। ବୃକ୍ଷଲତାରେ ଦେବୀ ଦେବତାଙ୍କ ବାସ ରହିଛି ବୋଲି କୁହାଯାଏ। ଏହାସହ କିଛି ସ୍ୱତନ୍ତ୍ର ବୃକ୍ଷଲତାଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଦେବୀଦେବତାଙ୍କ ବିଶେଷ କୃପା ମିଳିଥାଏ। ଗୁରୁବାର ଦିନଟି ଭଗବାନ ବିଷ୍ଣୁ ଓ ଦେବଗୁରୁ ବୃହସ୍ପତିଙ୍କୁ…