ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ଉଷୁମ ପାଣି; ତଥାପି ଏହି ଦିଗ ପ୍ରତି ରୁହନ୍ତୁ ଯତ୍ନବାନ
ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଆବଶ୍ୟକ ଓ ଉପକାରୀ। ତାହା ଉଷୁମ ପାଣି ହେଉ କିମ୍ବା ସାଧାରଣ ପାଣି। ସେହିପରି ଖରାଦିନେ ସାଧାରଣ ପାଣି ପିଇବା ଉଚିତ୍। ମାତ୍ର ଶୀତଦିନେ ବିଶେଷ କରି ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ। କିଛି ତଥ୍ୟ ଅନୁଯାୟୀ, ଉଷୁମ ପାଣି ପିଇବା…